ନବୀନଙ୍କ ସମ୍ଭାବ୍ଯ ନୂଆଟିମ୍: ଜାଣନ୍ତୁ କିଏ କିଏ ସାମିଲ ହେଲେ….

The Sakala Picture
Published On

ଭୁବନେଶ୍ବର:  ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ ପୁରୁଣା ମନ୍ତ୍ରୀଙ୍କୁ ମଧ୍ଯ ନିଜ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ କରଯାଇଛି। ଆସନ୍ତାକାଲି ଦିନ ୧୧.୪୫ […]

ଭୁବନେଶ୍ବର:  ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ ପୁରୁଣା ମନ୍ତ୍ରୀଙ୍କୁ ମଧ୍ଯ ନିଜ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ କରଯାଇଛି। ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ନୂଆ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ଯ ମନ୍ତ୍ରୀଙ୍କ ନାଁ ଗୁଡ଼ିକ ହେଉଛି-

ଆହୁରି ପଢ଼ନ୍ତୁ: ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

୧- ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

୨- ଆଳି ବିଧାୟକ ପ୍ରତାପ ଦେବ

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ବୟଫ୍ରେଣ୍ଡ୍ ରୁମରେ ଗର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

୬- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯-ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩-  ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪-  ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ପ୍ରଫୁଲ କୁମାର ମଲ୍ଲୀକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

04 Jun 2022 By The Sakala

ନବୀନଙ୍କ ସମ୍ଭାବ୍ଯ ନୂଆଟିମ୍: ଜାଣନ୍ତୁ କିଏ କିଏ ସାମିଲ ହେଲେ….

ଭୁବନେଶ୍ବର:  ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ ପୁରୁଣା ମନ୍ତ୍ରୀଙ୍କୁ ମଧ୍ଯ ନିଜ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ କରଯାଇଛି। ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ନୂଆ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ଯ ମନ୍ତ୍ରୀଙ୍କ ନାଁ ଗୁଡ଼ିକ ହେଉଛି-

୧- ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

୨- ଆଳି ବିଧାୟକ ପ୍ରତାପ ଦେବ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

୬- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯-ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩-  ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪-  ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ପ୍ରଫୁଲ କୁମାର ମଲ୍ଲୀକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର