ଜଳଯୋଗାଣର ସାରଥୀ ଜଳସାଥୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ଯକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ସୁବ୍ୟବସ୍ଥିତ ଜଳ ଯୋଗାଣରେ ଜଳସାଥୀଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ସମଗ୍ର ରାଜ୍ୟରେ ୯୭ପ୍ରତିଶତ ଘରୋଇ ଜଳଯୋଗାଣ ସଂଯୋଗ ସ୍ଥାପନ କରିବାରେ ଜଳସାଥୀଙ୍କର ନିଷ୍ଠାପର ଉଦ୍ୟମର ପ୍ରଂଶସା କରିଛନ୍ତି ନବୀନ । ଭୁବନେଶ୍ବର ମଳ ଉପଚାର କେନ୍ଦ୍ର ତଥା କଟକ ପାନୀୟ ଜଳ ଉପଚାର କେନ୍ଦ୍ରର ପରିଚାଳନାରେ […]

ଭୁବନେଶ୍ବର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ଯକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ସୁବ୍ୟବସ୍ଥିତ ଜଳ ଯୋଗାଣରେ ଜଳସାଥୀଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ସମଗ୍ର ରାଜ୍ୟରେ ୯୭ପ୍ରତିଶତ ଘରୋଇ ଜଳଯୋଗାଣ ସଂଯୋଗ ସ୍ଥାପନ କରିବାରେ ଜଳସାଥୀଙ୍କର ନିଷ୍ଠାପର ଉଦ୍ୟମର ପ୍ରଂଶସା କରିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ମଳ ଉପଚାର କେନ୍ଦ୍ର ତଥା କଟକ ପାନୀୟ ଜଳ ଉପଚାର କେନ୍ଦ୍ରର ପରିଚାଳନାରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କ କାର୍ଯ୍ଯକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

02 Nov 2022 By The Sakala

ଜଳଯୋଗାଣର ସାରଥୀ ଜଳସାଥୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ଯକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ସୁବ୍ୟବସ୍ଥିତ ଜଳ ଯୋଗାଣରେ ଜଳସାଥୀଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ସମଗ୍ର ରାଜ୍ୟରେ ୯୭ପ୍ରତିଶତ ଘରୋଇ ଜଳଯୋଗାଣ ସଂଯୋଗ ସ୍ଥାପନ କରିବାରେ ଜଳସାଥୀଙ୍କର ନିଷ୍ଠାପର ଉଦ୍ୟମର ପ୍ରଂଶସା କରିଛନ୍ତି ନବୀନ ।

ଭୁବନେଶ୍ବର ମଳ ଉପଚାର କେନ୍ଦ୍ର ତଥା କଟକ ପାନୀୟ ଜଳ ଉପଚାର କେନ୍ଦ୍ରର ପରିଚାଳନାରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କ କାର୍ଯ୍ଯକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର