ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ […]
ସମ୍ବଲପୁର: ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଅଛନ୍ତି ରାଜ୍ୟ ସରକାର ।





