ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା…

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ ପୁରୁଷ ଶ୍ରମିକମାନଙ୍କ ମାସିକ ଭତ୍ତା ୫ ହଜାରରୁ ୬ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି ଯେ, ସପ୍ତାହରେ ଗୋଟିଏ ଦିନ ସମସ୍ତେ ବୟନ ପୋଷାକ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ ପୁରୁଷ ଶ୍ରମିକମାନଙ୍କ ମାସିକ ଭତ୍ତା ୫ ହଜାରରୁ ୬ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି ଯେ, ସପ୍ତାହରେ ଗୋଟିଏ ଦିନ ସମସ୍ତେ ବୟନ ପୋଷାକ ପିନ୍ଧନ୍ତୁ।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

25 Jul 2025 By The Sakala

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ ପୁରୁଷ ଶ୍ରମିକମାନଙ୍କ ମାସିକ ଭତ୍ତା ୫ ହଜାରରୁ ୬ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି ଯେ, ସପ୍ତାହରେ ଗୋଟିଏ ଦିନ ସମସ୍ତେ ବୟନ ପୋଷାକ ପିନ୍ଧନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର