ଅଲଟିମେଟ ଖୋ ଖୋ ଲିଗ୍ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ ଟାରେ ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ଜଗରନଟ୍ସ ଟିମର ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ସହ ଏକ ଫଟୋ ସେସନର କାର୍ଯ୍ଯକ୍ରମ ମଧ୍ଯ ରହିଛି। ନିକଟରେ ପୁନେରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ତେଲଗୁ ଯୋଦ୍ଧାକୁ ହରେଇ ଚାମ୍ପିଅନ ହୋଇଥିଲା ଓଡିଶା […]

ଭୁବନେଶ୍ବର: ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ ଟାରେ ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ଜଗରନଟ୍ସ ଟିମର ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ସହ ଏକ ଫଟୋ ସେସନର କାର୍ଯ୍ଯକ୍ରମ ମଧ୍ଯ ରହିଛି। ନିକଟରେ ପୁନେରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ତେଲଗୁ ଯୋଦ୍ଧାକୁ ହରେଇ ଚାମ୍ପିଅନ ହୋଇଥିଲା ଓଡିଶା ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

07 Sep 2022 By The Sakala

ଅଲଟିମେଟ ଖୋ ଖୋ ଲିଗ୍ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ ଟାରେ ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ଜଗରନଟ୍ସ ଟିମର ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ସହ ଏକ ଫଟୋ ସେସନର କାର୍ଯ୍ଯକ୍ରମ ମଧ୍ଯ ରହିଛି। ନିକଟରେ ପୁନେରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ତେଲଗୁ ଯୋଦ୍ଧାକୁ ହରେଇ ଚାମ୍ପିଅନ ହୋଇଥିଲା ଓଡିଶା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର