ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଆସିକା: ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗାଁରେ ଅଘଟଣ । ଗୁରୁତର ଯୁବତୀଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯୁବତୀଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ପ୍ରେମ ବ୍ୟପାରକୁ ନେଇ ଏପରି ହୋଇଥିବା ସୂଚନା ମିଳିଛି । ନିଆଁ ଲାଗି ଯୁବତୀଙ୍କ ଦେହରେ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି ।
28 Mar 2026
By Madhusudan Das

⊕ https://www.thesakala.in/latest-odisha-news/attempts-suicide-by-pouring-kerosene-on-herself-and-setting-herself-on-fire/article-45668