ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ

The Sakala Picture
Published On

ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ଭୁବନେଶ୍ବରସ୍ଥିତ ଶିଖରଚଣ୍ଡୀ ଜଙ୍ଗଲ। ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି। ତେବେ ଏହି ନିଆଁକୁ କେହି ଦୁର୍ବୃତ୍ତ ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଉଛି । ନିଆଁରେ ପ୍ରାୟ ୫ ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି। ତେବେ ସନ୍ଧ୍ୟା ସୁଦ୍ଧା ନିଆଁ ଆୟତ୍ତ ହୋଇ ନ […]

ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ଭୁବନେଶ୍ବରସ୍ଥିତ ଶିଖରଚଣ୍ଡୀ ଜଙ୍ଗଲ। ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି। ତେବେ ଏହି ନିଆଁକୁ କେହି ଦୁର୍ବୃତ୍ତ ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଉଛି । ନିଆଁରେ ପ୍ରାୟ ୫ ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି। ତେବେ ସନ୍ଧ୍ୟା ସୁଦ୍ଧା ନିଆଁ ଆୟତ୍ତ ହୋଇ ନ ଥିବା ସୂଚନା ମିଳିଛି । ତେବେ ଏହି ନିଆଁ କିଏ ଲଗାଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସେହିଭଳି ନିକଟରେ ଅନ୍ୟ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି । କିନ୍ତୁ କିଛି ଜଙ୍ଗଲରେ ଆପେ ଆପେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଖରାର ପ୍ରକୋପ ନ ବଢ଼ୁଣୁ ଯଦି ଜଙ୍ଗଲରେ ଏଭଳି ନିଆଁ ଲାଗିବ ତେବେ ଆଗକୁ କ’ଣ ହେବ ସେନେଇ ପରିବେଶବିତ୍‌ ଚିନ୍ତାରେ ପଡ଼ି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

07 Mar 2021 By The Sakala

ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ

ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ଭୁବନେଶ୍ବରସ୍ଥିତ ଶିଖରଚଣ୍ଡୀ ଜଙ୍ଗଲ। ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି। ତେବେ ଏହି ନିଆଁକୁ କେହି ଦୁର୍ବୃତ୍ତ ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଉଛି । ନିଆଁରେ ପ୍ରାୟ ୫ ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି। ତେବେ ସନ୍ଧ୍ୟା ସୁଦ୍ଧା ନିଆଁ ଆୟତ୍ତ ହୋଇ ନ ଥିବା ସୂଚନା ମିଳିଛି । ତେବେ ଏହି ନିଆଁ କିଏ ଲଗାଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ ।

ସେହିଭଳି ନିକଟରେ ଅନ୍ୟ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି । କିନ୍ତୁ କିଛି ଜଙ୍ଗଲରେ ଆପେ ଆପେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଖରାର ପ୍ରକୋପ ନ ବଢ଼ୁଣୁ ଯଦି ଜଙ୍ଗଲରେ ଏଭଳି ନିଆଁ ଲାଗିବ ତେବେ ଆଗକୁ କ’ଣ ହେବ ସେନେଇ ପରିବେଶବିତ୍‌ ଚିନ୍ତାରେ ପଡ଼ି ଯାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର