ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ସଲିଳ ସମାଧି

The Sakala Picture
Published On

ଭୁବନେଶ୍ବର: ବାଲିଅନ୍ତା ଥାନା ବଇଁଚୁଆ ନିକଟରେ ସୁବାଳ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡ଼ି  ଭାଇ-ଭଉଣୀଙ୍କ ମୃତ୍ଯୁ ଘଟିିଛି। ଖେଳୁଥିବା ସମୟରେ ୨ ଜଣ ପୋଖରୀରେ ପଡିଯାଇଥିଲେ।  ଖବର ପାଇ ଘଟଣା ସ୍ଥଳରେ ବାଲିଅନ୍ତା ପୁଲିସ ପହଞ୍ଚି ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର