ବିଦ୍ୟୁତ୍ ଆଘାତରେ ବାଳକର ମୃତ୍ୟୁ

The Sakala Picture
Published On

ଡ଼େରାବିଶ/କେନ୍ଦ୍ରାପଡା : ଡ଼େରାବିିଶ ବ୍ଲକ ରତାଦିଆଖଣ୍ଡସାହି ଗ୍ରାମପଂଚାୟତ ଅନୁଆପଡ଼ା ଗ୍ରାମର ପ୍ରଶନ୍ନ ତ୍ରିପାଠୀଙ୍କ ପୁଅ ହିମାଂଶୁ (୧୨) ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛି । ପ୍ରଶନ୍ନଙ୍କ ପରିବାର ଜମିବାଡ଼ି ବିବାଦକୁ ନେଇ ଚାନ୍ଦୋଳ କଲେଜ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ରହିଆସୁଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ ହିମାଂଶୁ ଛାତ ଉପରେ ଠିଆହୋଇ ଏକ ବାଉଁଶକୁ ଉଚ୍ଚ ଶକ୍ତି ସମ୍ପନ୍ନ ତାରରେ ଲଗାଇଦେବାରୁ ବିଦ୍ୟୁତ୍ ଆଘାତ ପାଇଥିଲେ । ଫଳରେ ଘଟଣା ସ୍ଥଳରେ ବାଳକର ମୃତ୍ୟୁ […]

ଡ଼େରାବିଶ/କେନ୍ଦ୍ରାପଡା : ଡ଼େରାବିିଶ ବ୍ଲକ ରତାଦିଆଖଣ୍ଡସାହି ଗ୍ରାମପଂଚାୟତ ଅନୁଆପଡ଼ା ଗ୍ରାମର ପ୍ରଶନ୍ନ ତ୍ରିପାଠୀଙ୍କ ପୁଅ ହିମାଂଶୁ (୧୨) ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛି । ପ୍ରଶନ୍ନଙ୍କ ପରିବାର ଜମିବାଡ଼ି ବିବାଦକୁ ନେଇ ଚାନ୍ଦୋଳ କଲେଜ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ରହିଆସୁଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ ହିମାଂଶୁ ଛାତ ଉପରେ ଠିଆହୋଇ ଏକ ବାଉଁଶକୁ ଉଚ୍ଚ ଶକ୍ତି ସମ୍ପନ୍ନ ତାରରେ ଲଗାଇଦେବାରୁ ବିଦ୍ୟୁତ୍ ଆଘାତ ପାଇଥିଲେ । ଫଳରେ ଘଟଣା ସ୍ଥଳରେ ବାଳକର ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp