ଆକାଶଙ୍କ କରୋନା ବିଜୟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ , ଛଅ ବର୍ଷର ଶିଶୁ କରୋନା ବିଜୟୀ

The Sakala Picture
Published On

ବୌଦ୍ଧ: କରୋନା ସବୁ ବର୍ଗଙ୍କୁ ପ୍ରଭାବିତ କରିଥିଲେ ହେଁ ଅନେକଙ୍କୁ ଏହା ହରାଇ ପାରିନାହିଁ। ବରଂ ଶିକ୍ଷା ଦେଇ ଯାଇଛି, କିପରି କରୋନାକୁ ପରାଜିତ କରାଯାଇପାରିବ। ଯେଉଁ ଶୃଙ୍ଖଳିତ ଆଚରଣ ଜଣକୁ କରୋନା ବିଜୟୀ କରିଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ। କିଛିଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ଗ୍ରାମାଚଂଳରେ ଦ୍ରୁତ କରୋନା ସଂକ୍ରମଣ ଦେଖାଦେଇଥିଲା। ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ […]

ବୌଦ୍ଧ: କରୋନା ସବୁ ବର୍ଗଙ୍କୁ ପ୍ରଭାବିତ କରିଥିଲେ ହେଁ ଅନେକଙ୍କୁ ଏହା ହରାଇ ପାରିନାହିଁ। ବରଂ ଶିକ୍ଷା ଦେଇ ଯାଇଛି, କିପରି କରୋନାକୁ ପରାଜିତ କରାଯାଇପାରିବ। ଯେଉଁ ଶୃଙ୍ଖଳିତ ଆଚରଣ ଜଣକୁ କରୋନା ବିଜୟୀ କରିଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

କିଛିଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ଗ୍ରାମାଚଂଳରେ ଦ୍ରୁତ କରୋନା ସଂକ୍ରମଣ ଦେଖାଦେଇଥିଲା। ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା। ଏହାର ପ୍ରମୁଖ କାରଣ କରୋନା ଆକ୍ରାନ୍ତ ବ୍ୟକ୍ତି ଗୃହ ସଂଗରୋଧରେ ନିୟମ ଅନୁପାଳନରେ ଖିଲାଫ କରୁଥିଲେ। ଏପରି ସମୟରେ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ ଗୃହ ସଂଘରୋଧରେ ରହି କରୋନାକୁ ହରାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

ମେ ମାସରେ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଆଡେଣିଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ଔଷଧ ଦେବା ସହିତ ୧୭ ଦିନ ଯାଏଁ ଗୃହ ସଂଗରୋଧରେ ରହିବା ପାଇଁ କହିଥିଲେ। ସବୁଠାରୁ ବଡ କଥା ଆକାଶଙ୍କ ପରିବାର ଧନି ଶ୍ରେଣୀୟ ନୁହନ୍ତି। ଆକାଶଙ୍କ ବାପା ଜଣେ ଦିନ ମଜୁରିଆ । ଘର କହିଲେ ଝାଟି ମାଟିର କୁଡିଆ ଘର । ଏପରି ସ୍ଥିତିରେ ଘରେ ଗୃହ ସଂଗରୋଧରେ ରହି କରୋନାକୁ ହରାଇବା କଷ୍ଟକର ବ୍ୟାପାର ଥିଲା। ତଥାପି ଘରକୁ ଲାଗିଥିବା ଟିଣ ଆଜବେଷ୍ଟ ପକା ଛପର ବାଉଁଶ ଘରେ ଆକାଶ ଗୃହ ସଂଗରୋଧରେ ରହିଥିଲେ । ପ୍ରଥମ ଶ୍ରେଣିରେ ପାଠ ପଢୁଥିବା ଆକାଶ କରୋନା ନେଇ ବେଶ ସଚେତନ। ଶୃଙ୍ଖଳିତ ଆଚରଣ, ସରକାରୀ ନିୟମ ପାଳନ ଓ ପରିବାରର ସହଯୋଗରେ କରୋନାକୁ ହରାଇଥିଲେ। ଛୋଟ ଶିଶୁ ହେଲେ ମଧ୍ୟ ଆକାଶଙ୍କ କରୋନା ବିଜୟ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ଯାହାକି ଗୃହ ସଂଗରୋଧରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ନିୟମ ପାଳନ ଦିଗରେ ସଚେତନ କରାଇବ। କରୋନାରୁ ଭଲ ହେବାପରେ ପୁଣି ଖେଳକୁଦ ଆରମ୍ଭ କରିଦେଇଛନ୍ତି ଏହି ୬ ବର୍ଷର ଶିଶୁ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

19 Jun 2021 By The Sakala

ଆକାଶଙ୍କ କରୋନା ବିଜୟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ , ଛଅ ବର୍ଷର ଶିଶୁ କରୋନା ବିଜୟୀ

ବୌଦ୍ଧ: କରୋନା ସବୁ ବର୍ଗଙ୍କୁ ପ୍ରଭାବିତ କରିଥିଲେ ହେଁ ଅନେକଙ୍କୁ ଏହା ହରାଇ ପାରିନାହିଁ। ବରଂ ଶିକ୍ଷା ଦେଇ ଯାଇଛି, କିପରି କରୋନାକୁ ପରାଜିତ କରାଯାଇପାରିବ। ଯେଉଁ ଶୃଙ୍ଖଳିତ ଆଚରଣ ଜଣକୁ କରୋନା ବିଜୟୀ କରିଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ।

କିଛିଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ଗ୍ରାମାଚଂଳରେ ଦ୍ରୁତ କରୋନା ସଂକ୍ରମଣ ଦେଖାଦେଇଥିଲା। ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା। ଏହାର ପ୍ରମୁଖ କାରଣ କରୋନା ଆକ୍ରାନ୍ତ ବ୍ୟକ୍ତି ଗୃହ ସଂଗରୋଧରେ ନିୟମ ଅନୁପାଳନରେ ଖିଲାଫ କରୁଥିଲେ। ଏପରି ସମୟରେ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ ଗୃହ ସଂଘରୋଧରେ ରହି କରୋନାକୁ ହରାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ମେ ମାସରେ ମାଧପୁର ଗ୍ରାମର ୬ ବର୍ଷର ଶିଶୁ ଆକାଶ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଆଡେଣିଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ଔଷଧ ଦେବା ସହିତ ୧୭ ଦିନ ଯାଏଁ ଗୃହ ସଂଗରୋଧରେ ରହିବା ପାଇଁ କହିଥିଲେ। ସବୁଠାରୁ ବଡ କଥା ଆକାଶଙ୍କ ପରିବାର ଧନି ଶ୍ରେଣୀୟ ନୁହନ୍ତି। ଆକାଶଙ୍କ ବାପା ଜଣେ ଦିନ ମଜୁରିଆ । ଘର କହିଲେ ଝାଟି ମାଟିର କୁଡିଆ ଘର । ଏପରି ସ୍ଥିତିରେ ଘରେ ଗୃହ ସଂଗରୋଧରେ ରହି କରୋନାକୁ ହରାଇବା କଷ୍ଟକର ବ୍ୟାପାର ଥିଲା। ତଥାପି ଘରକୁ ଲାଗିଥିବା ଟିଣ ଆଜବେଷ୍ଟ ପକା ଛପର ବାଉଁଶ ଘରେ ଆକାଶ ଗୃହ ସଂଗରୋଧରେ ରହିଥିଲେ । ପ୍ରଥମ ଶ୍ରେଣିରେ ପାଠ ପଢୁଥିବା ଆକାଶ କରୋନା ନେଇ ବେଶ ସଚେତନ। ଶୃଙ୍ଖଳିତ ଆଚରଣ, ସରକାରୀ ନିୟମ ପାଳନ ଓ ପରିବାରର ସହଯୋଗରେ କରୋନାକୁ ହରାଇଥିଲେ। ଛୋଟ ଶିଶୁ ହେଲେ ମଧ୍ୟ ଆକାଶଙ୍କ କରୋନା ବିଜୟ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ଯାହାକି ଗୃହ ସଂଗରୋଧରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ନିୟମ ପାଳନ ଦିଗରେ ସଚେତନ କରାଇବ। କରୋନାରୁ ଭଲ ହେବାପରେ ପୁଣି ଖେଳକୁଦ ଆରମ୍ଭ କରିଦେଇଛନ୍ତି ଏହି ୬ ବର୍ଷର ଶିଶୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର