ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ

The Sakala Picture
Published On

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ […]

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ସ୍ତ୍ରୀ କନକ ପ୍ରଧାନ ସହିତ କୌଣସି ଏକ କଥାକୁ ନେଇ ସାମାନ୍ୟ କଳହ ହୋଇଥିଲା । ପରେ ପରେ କଳହଟି ଚରମ ସୀମାରେ ପହଞ୍ଚିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଘରେ ଥିବା ଏକ କୋଦାଳ ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

08 Jul 2023 By The Sakala

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ସ୍ତ୍ରୀ କନକ ପ୍ରଧାନ ସହିତ କୌଣସି ଏକ କଥାକୁ ନେଇ ସାମାନ୍ୟ କଳହ ହୋଇଥିଲା । ପରେ ପରେ କଳହଟି ଚରମ ସୀମାରେ ପହଞ୍ଚିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଘରେ ଥିବା ଏକ କୋଦାଳ ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲେ ।

https://www.thesakala.in/latest-odisha-news/boudh/husband-killed-his-wife-due-to-family-quarrel-in-boudh/article-23304
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର