ମୋ ହାତକୁ ନେଇ ବିଜେପି କରୁଛି ଅପପ୍ରଚାର, ଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି କରୁଛି ଅପପ୍ରଚାରର। ଯାହାକୁ ନେଇ ଭିଡିଓ ବାର୍ତ୍ତାରେ ନବୀନ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ କାଉଣ୍ଟର କରିଛନ୍ତି। ହାତ ବାଡେଇ ଦମ୍ଭ ଦେଖାଇଲେ ନବୀନଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ ନବୀନ‘ମୋ ହାତକୁ ନେଇ ଅନାବଶ୍ୟକ ଆଲୋଚନା ହେଉଛି’‘ମୁଁ ନିଶ୍ଚିତ, ଏହି ପ୍ରସଙ୍ଗ କାମ କରିବ ନାହିଁ’ pic.twitter.com/uD2UqZ5vSC — Sakala News (@SakalaNews) May 28, 2024 ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି କରୁଛି ଅପପ୍ରଚାରର। ଯାହାକୁ ନେଇ ଭିଡିଓ ବାର୍ତ୍ତାରେ ନବୀନ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ କାଉଣ୍ଟର କରିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ ହାତକୁ ବାଡେଇ କହିଛନ୍ତି ‘ମୋ ହାତକୁ ନେଇ ଅନାବଶ୍ୟକ ଆଲୋଚନା ହେଉଛି, ବିଜେପି ଏହାକୁ ନେଇ ଅପପ୍ରଚାର କରୁଛି। ମୁଁ ନିଶ୍ଚିତ, ଏହି ପ୍ରସଙ୍ଗ କାମ କରିବ ନାହିଁ’।

28 May 2024 By The Sakala

ମୋ ହାତକୁ ନେଇ ବିଜେପି କରୁଛି ଅପପ୍ରଚାର, ଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି କରୁଛି ଅପପ୍ରଚାରର। ଯାହାକୁ ନେଇ ଭିଡିଓ ବାର୍ତ୍ତାରେ ନବୀନ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ କାଉଣ୍ଟର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ ହାତକୁ ବାଡେଇ କହିଛନ୍ତି ‘ମୋ ହାତକୁ ନେଇ ଅନାବଶ୍ୟକ ଆଲୋଚନା ହେଉଛି, ବିଜେପି ଏହାକୁ ନେଇ ଅପପ୍ରଚାର କରୁଛି। ମୁଁ ନିଶ୍ଚିତ, ଏହି ପ୍ରସଙ୍ଗ କାମ କରିବ ନାହିଁ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର