‘ବିଜେଡି ଆଟ୍‍ ଶିମିଳିପାଳ’ ଅଭିଯାନ ଆରମ୍ଭ

The Sakala Picture
Published On

ବାରିପଦା: ଶିମିଳିପାଳରେ ନିଆଁ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ କାର୍ଯ୍ଯକ୍ରମ ସାଙ୍ଗକୁ ବିଜେଡ଼ି ଦଳ ପକ୍ଷରୁ ଏକ ଅଭିଯାନ (ମୁଭମେଣ୍ଟ) ‘ବିଜେଡ଼ି ଆଟ୍‍ ଶିମିଳିପାଳ’ଆରମ୍ଭ କରାଯାଇଛି। ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନର୍ଦେଶ କ୍ରମେ ମଙ୍ଗଳବାର ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କୁ ନେଇ ପୃଥକ ଦଳ ଶିମିଳିପାଳରେ ପହଞ୍ଚି ନିଆଁକୁ […]

ବାରିପଦା: ଶିମିଳିପାଳରେ ନିଆଁ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ କାର୍ଯ୍ଯକ୍ରମ ସାଙ୍ଗକୁ ବିଜେଡ଼ି ଦଳ ପକ୍ଷରୁ ଏକ ଅଭିଯାନ (ମୁଭମେଣ୍ଟ) ‘ବିଜେଡ଼ି ଆଟ୍‍ ଶିମିଳିପାଳ’ଆରମ୍ଭ କରାଯାଇଛି। ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନର୍ଦେଶ କ୍ରମେ ମଙ୍ଗଳବାର ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କୁ ନେଇ ପୃଥକ ଦଳ ଶିମିଳିପାଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ରାଜ୍ୟବାସୀଙ୍କୁ ଶୋଷୁଛନ୍ତି ସରକାର: ବିଜେଡି

ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ନିଆଁ ଲାଗିଥିବା ଅଞ୍ଚଳକୁ ଜିଲ୍ଲା-୨ ସଭାପତି କାଶୀନାଥ ହେମ୍ବ୍ରମ, କୃଷି ନିଗମ ଅଧ୍ୟକ୍ଷ ଦେବାଶୀଷ ମହାନ୍ତି, ଡା ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଃ, ଶ୍ରୀନାଥ ସୋରେନ, ଜିତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ପ୍ରଭାତ ନାୟକ, ସରୋଜ ବୋଷ, ଅରୁଣ ବରାଡ, ସୁନୀଲ ନାୟକ, ଅବଦୁଲ ହବିବ, ରାଜୀବ ଜେନା, ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତ, ନିହାର ରଞ୍ଜନ ମହାପାତ୍ର, ଦିପକ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଆଦିତ୍ୟ ପଣ୍ଡା, ସରୋଜ ମହାପାତ୍ର, ଅମର ସେଠୀ, ସରୋଜ ଶତପଥି, ପ୍ରସନ୍ନଜିତ ମହାନ୍ତି, ଗୋବିନ୍ଦ ବେହେରା, ଲକ୍ଷ୍ମଣ ମାରାଣ୍ଡି, ବିନୋଦ ବେହେରା, ଜିତ ପଟ୍ଟନାୟକ, ଆଭାସ ଦେ, ମନୋରଞ୍ଜନ ମୁଖୀ, ପ୍ରଭାତ ନାୟକ ଓ ଅଜିତ ବେହେରା ଓ ନିରୋଜ ସାହୁ ପ୍ରମୁଖ ପୃଥକ ଦଳ ଭାଗ ଭାଗ ହୋଇ ସାମିଲ ରହିଛନ୍ତି। ସେହିପରି ମହିଳା ବିଜେଡ଼ି ପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଲଗ୍ନ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜଙ୍ଗଲ ନିଆଁକୁ ବୃଥା ରାଜନୀତି କରି ବନ୍ଦ ଡ଼ାକରାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବନ୍ଦ ପରିବର୍ତ୍ତେ ବନ୍ଦ ଡ଼ାକରା ଦେଇଥିବା ଯୁବଛାତ୍ର ସଙ୍ଗଠନ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ଯୋଗ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ୧୧ତାରିଖ ମହାଶିବରାତ୍ରିରେ ଯଶିପୁର ଠାରେ ନିଆଁ ଲିଭା କାର୍ଯ୍ୟରେ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ଜିଲ୍ଲାର ସମସ୍ତ ନେତୃବୃନ୍ଦ ପୃଥକ ସ୍ଥାନରେ ଯୋଗଦେବେ ବୋଲି ଯୁବ ସଭାପତି ଅରୁଣ ବରାଡ଼ କହିଛନ୍ତି।

ଆହୁରି ପଢ଼ନ୍ତୁ: ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀ: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼, ପୁଅକୁ ପାଇଖାନା ଭିତରେ ପୂରାଇ...

10 Mar 2021 By The Sakala

‘ବିଜେଡି ଆଟ୍‍ ଶିମିଳିପାଳ’ ଅଭିଯାନ ଆରମ୍ଭ

ବାରିପଦା: ଶିମିଳିପାଳରେ ନିଆଁ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ କାର୍ଯ୍ଯକ୍ରମ ସାଙ୍ଗକୁ ବିଜେଡ଼ି ଦଳ ପକ୍ଷରୁ ଏକ ଅଭିଯାନ (ମୁଭମେଣ୍ଟ) ‘ବିଜେଡ଼ି ଆଟ୍‍ ଶିମିଳିପାଳ’ଆରମ୍ଭ କରାଯାଇଛି। ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନର୍ଦେଶ କ୍ରମେ ମଙ୍ଗଳବାର ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କୁ ନେଇ ପୃଥକ ଦଳ ଶିମିଳିପାଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ନିଆଁ ଲାଗିଥିବା ଅଞ୍ଚଳକୁ ଜିଲ୍ଲା-୨ ସଭାପତି କାଶୀନାଥ ହେମ୍ବ୍ରମ, କୃଷି ନିଗମ ଅଧ୍ୟକ୍ଷ ଦେବାଶୀଷ ମହାନ୍ତି, ଡା ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଃ, ଶ୍ରୀନାଥ ସୋରେନ, ଜିତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ପ୍ରଭାତ ନାୟକ, ସରୋଜ ବୋଷ, ଅରୁଣ ବରାଡ, ସୁନୀଲ ନାୟକ, ଅବଦୁଲ ହବିବ, ରାଜୀବ ଜେନା, ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତ, ନିହାର ରଞ୍ଜନ ମହାପାତ୍ର, ଦିପକ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଆଦିତ୍ୟ ପଣ୍ଡା, ସରୋଜ ମହାପାତ୍ର, ଅମର ସେଠୀ, ସରୋଜ ଶତପଥି, ପ୍ରସନ୍ନଜିତ ମହାନ୍ତି, ଗୋବିନ୍ଦ ବେହେରା, ଲକ୍ଷ୍ମଣ ମାରାଣ୍ଡି, ବିନୋଦ ବେହେରା, ଜିତ ପଟ୍ଟନାୟକ, ଆଭାସ ଦେ, ମନୋରଞ୍ଜନ ମୁଖୀ, ପ୍ରଭାତ ନାୟକ ଓ ଅଜିତ ବେହେରା ଓ ନିରୋଜ ସାହୁ ପ୍ରମୁଖ ପୃଥକ ଦଳ ଭାଗ ଭାଗ ହୋଇ ସାମିଲ ରହିଛନ୍ତି। ସେହିପରି ମହିଳା ବିଜେଡ଼ି ପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଲଗ୍ନ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜଙ୍ଗଲ ନିଆଁକୁ ବୃଥା ରାଜନୀତି କରି ବନ୍ଦ ଡ଼ାକରାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବନ୍ଦ ପରିବର୍ତ୍ତେ ବନ୍ଦ ଡ଼ାକରା ଦେଇଥିବା ଯୁବଛାତ୍ର ସଙ୍ଗଠନ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ଯୋଗ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ୧୧ତାରିଖ ମହାଶିବରାତ୍ରିରେ ଯଶିପୁର ଠାରେ ନିଆଁ ଲିଭା କାର୍ଯ୍ୟରେ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ଜିଲ୍ଲାର ସମସ୍ତ ନେତୃବୃନ୍ଦ ପୃଥକ ସ୍ଥାନରେ ଯୋଗଦେବେ ବୋଲି ଯୁବ ସଭାପତି ଅରୁଣ ବରାଡ଼ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର