ତତଲା କଡେଇରେ ଭାଜି ହେଉଛି ଭୁବନେଶ୍ବର, ଆଜିବି ଦେଶର ସବୁଠୁ ଉତ୍ତପ୍ତ ସହର

The Sakala Picture
Published On

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ବର। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଛି। ଗଲା ତିନି ଦିନ ଧରି ସମଗ୍ର ଦେଶର ଉତ୍ତପ୍ତ ସହର ରହି ଆସିଥିବା ଭୁବନେଶ୍ବର ଆଜି ମଧ୍ୟ  ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଗତ ୩ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ଭୁବନେଶ୍ବରର ତାପମାତ୍ରା […]

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ବର। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଛି। ଗଲା ତିନି ଦିନ ଧରି ସମଗ୍ର ଦେଶର ଉତ୍ତପ୍ତ ସହର ରହି ଆସିଥିବା ଭୁବନେଶ୍ବର ଆଜି ମଧ୍ୟ  ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଗତ ୩ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ଭୁବନେଶ୍ବରର ତାପମାତ୍ରା ୪୦.୦୪ ଡିଗ୍ରୀ ରେକର୍ଡ କରାଯାଇଥିଲା । କିନ୍ତୁ ଶନିବାର ପୁଣି ଥରେ ତାପମାତ୍ରା ବୃଦ୍ଧିପାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଦେଶର ଉତ୍ତପ୍ତ ସହର ଥିବା ଭୁବନେଶ୍ବର କିଛି ଦିନ ହେବ ଲଗାତର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ମଧ୍ୟ ରହିଆସୁଛି। ଏହାରି ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟର କିଛି ଜିଲ୍ଲା ସମେତ ଭୁବନେଶ୍ୱରରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ। ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନୁଗୁଳ ତାପମାତ୍ରା ବୃଦ୍ଧି ପାଇବ। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବି ଅହେତୁକ ବୃଦ୍ଧି ପାଇବ। ୨ରୁ ୩ ଦିନ ଯାଏଁ ଭୁବନେଶ୍ୱରର ତାପମାତ୍ରା ଅଧତ୍କ ରହିବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

27 Feb 2021 By The Sakala

ତତଲା କଡେଇରେ ଭାଜି ହେଉଛି ଭୁବନେଶ୍ବର, ଆଜିବି ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ବର। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଛି। ଗଲା ତିନି ଦିନ ଧରି ସମଗ୍ର ଦେଶର ଉତ୍ତପ୍ତ ସହର ରହି ଆସିଥିବା ଭୁବନେଶ୍ବର ଆଜି ମଧ୍ୟ  ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଗତ ୩ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ଭୁବନେଶ୍ବରର ତାପମାତ୍ରା ୪୦.୦୪ ଡିଗ୍ରୀ ରେକର୍ଡ କରାଯାଇଥିଲା । କିନ୍ତୁ ଶନିବାର ପୁଣି ଥରେ ତାପମାତ୍ରା ବୃଦ୍ଧିପାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି ।

ଦେଶର ଉତ୍ତପ୍ତ ସହର ଥିବା ଭୁବନେଶ୍ବର କିଛି ଦିନ ହେବ ଲଗାତର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ମଧ୍ୟ ରହିଆସୁଛି। ଏହାରି ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟର କିଛି ଜିଲ୍ଲା ସମେତ ଭୁବନେଶ୍ୱରରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ। ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନୁଗୁଳ ତାପମାତ୍ରା ବୃଦ୍ଧି ପାଇବ। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବି ଅହେତୁକ ବୃଦ୍ଧି ପାଇବ। ୨ରୁ ୩ ଦିନ ଯାଏଁ ଭୁବନେଶ୍ୱରର ତାପମାତ୍ରା ଅଧତ୍କ ରହିବା ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର