ଭଦ୍ରକ: ବ୍ରାଉନସୁଗର ଜବତ, ୨ଗିରଫ

The Sakala Picture
Published On

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ  ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ ବନାଉଥିବା କାଗଜ ଓ ବାକ୍ସ ଛୁରୀ ଜବତ ହୋଇଛି। ୨ ଜଣ ଗିରଫ ହୋଇଥିବା ବେପାରୀ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଚେଙ୍ଗଗଢ଼ିଆ ଗାଁର […]

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ  ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ ବନାଉଥିବା କାଗଜ ଓ ବାକ୍ସ ଛୁରୀ ଜବତ ହୋଇଛି। ୨ ଜଣ ଗିରଫ ହୋଇଥିବା ବେପାରୀ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଚେଙ୍ଗଗଢ଼ିଆ ଗାଁର ଅଜୟ କୁମାର ପଢ଼ିଆରୀ ଓ ବରପଦା ଆରଂଜି ଗାଁର କାଳନ୍ଦୀ ବେହେରା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

24 Sep 2021 By The Sakala

ଭଦ୍ରକ: ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ  ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ ବନାଉଥିବା କାଗଜ ଓ ବାକ୍ସ ଛୁରୀ ଜବତ ହୋଇଛି। ୨ ଜଣ ଗିରଫ ହୋଇଥିବା ବେପାରୀ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଚେଙ୍ଗଗଢ଼ିଆ ଗାଁର ଅଜୟ କୁମାର ପଢ଼ିଆରୀ ଓ ବରପଦା ଆରଂଜି ଗାଁର କାଳନ୍ଦୀ ବେହେରା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର