ମାଟ୍ରିକ ପରୀକ୍ଷାଫଳ: ଭଦ୍ରକ ଜିଲ୍ଲାରେ ପାସହାର ୯୬.୩୫ ପ୍ରତିଶତ, ଏ-୧ରେ ପାସ କଲେ ୧୭୦ଜଣ ଛାତ୍ରଛାତ୍ରୀ

The Sakala Picture
Published On

ଭଦ୍ରକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭଦ୍ରକ ଜିଲ୍ଲାରେ ମୋଟ ପାସହାର ରହିଛି ୯୬.୩୫ ପ୍ରତିଶତ । ଜିଲ୍ଲାର ୩୧୮ଟି ହାଇସ୍କୁଲର ୨୦,୯୩୩ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୮୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୧୬୯ ଜଣ ତଥା ୯୬.୩୫ ପ୍ରତିଶତ ହାରରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୨୩୫ ଜଣ ବାଳିକା ଥିବାବେଳେ ୯,୯୩୪ ଜଣ ବାଳକ ଅଛନ୍ତି। ଏ-୧ […]

ଭଦ୍ରକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭଦ୍ରକ ଜିଲ୍ଲାରେ ମୋଟ ପାସହାର ରହିଛି ୯୬.୩୫ ପ୍ରତିଶତ । ଜିଲ୍ଲାର ୩୧୮ଟି ହାଇସ୍କୁଲର ୨୦,୯୩୩ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୮୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୧୬୯ ଜଣ ତଥା ୯୬.୩୫ ପ୍ରତିଶତ ହାରରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୨୩୫ ଜଣ ବାଳିକା ଥିବାବେଳେ ୯,୯୩୪ ଜଣ ବାଳକ ଅଛନ୍ତି। ଏ-୧ ରେ ୧୧୭୦ ଜଣ ସ୍ଥାନ ପାଇଥିବା ବେଳେ ଏ-୨ ରେ ୯୩୧, ବି-୧ ରେ ୨୦୫୯, ବି-୨ ରେ ୩୬୭୬, ସି ରେ ୪୭୯୫, ଡି ରେ ୪୭୬୨, ଇ ରେ ୩୭୭୬ ଜଣ ପାସ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ତେବେ ଚଳିତ ପରୀକ୍ଷାରେ ଜିଲ୍ଲାରୁ ୩୮୦ ଜଣ ଫେଲ ହୋଇଥିବା ବେଳେ ୩ ଜଣ କପି କରି ଧରା ପଡ଼ିଥିବାରୁ ତାଙ୍କର ଫଳାଫଳ ଅପ୍ରକାଶିତ ରହିଛି । ସେହିଭଳି ଜିଲ୍ଲା ଟପ୍ପରଙ୍କ ନାଁ ସରକାରୀ ଭାବେ ଘୋଷଣା ହୋଇ ନଥିବା ବେଳେ ଭଦ୍ରକ ନୂଆବଜାର ସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରର ଛାତ୍ର ସୁବ୍ରତ କୁମାର ନାୟକ ସର୍ବାଧିକ ୫୭୭ ନମ୍ବର(୯୬.୧୬%) ରଖି ଜିଲ୍ଲା ଟପ୍ପର ହୋଇଥିବା ବେସରକାରୀ ଭାବେ ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

18 May 2023 By The Sakala

ମାଟ୍ରିକ ପରୀକ୍ଷାଫଳ: ଭଦ୍ରକ ଜିଲ୍ଲାରେ ପାସହାର ୯୬.୩୫ ପ୍ରତିଶତ, ଏ-୧ରେ ପାସ କଲେ ୧୭୦ଜଣ ଛାତ୍ରଛାତ୍ରୀ

ଭଦ୍ରକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଭଦ୍ରକ ଜିଲ୍ଲାରେ ମୋଟ ପାସହାର ରହିଛି ୯୬.୩୫ ପ୍ରତିଶତ । ଜିଲ୍ଲାର ୩୧୮ଟି ହାଇସ୍କୁଲର ୨୦,୯୩୩ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୮୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୧୬୯ ଜଣ ତଥା ୯୬.୩୫ ପ୍ରତିଶତ ହାରରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୨୩୫ ଜଣ ବାଳିକା ଥିବାବେଳେ ୯,୯୩୪ ଜଣ ବାଳକ ଅଛନ୍ତି। ଏ-୧ ରେ ୧୧୭୦ ଜଣ ସ୍ଥାନ ପାଇଥିବା ବେଳେ ଏ-୨ ରେ ୯୩୧, ବି-୧ ରେ ୨୦୫୯, ବି-୨ ରେ ୩୬୭୬, ସି ରେ ୪୭୯୫, ଡି ରେ ୪୭୬୨, ଇ ରେ ୩୭୭୬ ଜଣ ପାସ କରିଛନ୍ତି।

ତେବେ ଚଳିତ ପରୀକ୍ଷାରେ ଜିଲ୍ଲାରୁ ୩୮୦ ଜଣ ଫେଲ ହୋଇଥିବା ବେଳେ ୩ ଜଣ କପି କରି ଧରା ପଡ଼ିଥିବାରୁ ତାଙ୍କର ଫଳାଫଳ ଅପ୍ରକାଶିତ ରହିଛି । ସେହିଭଳି ଜିଲ୍ଲା ଟପ୍ପରଙ୍କ ନାଁ ସରକାରୀ ଭାବେ ଘୋଷଣା ହୋଇ ନଥିବା ବେଳେ ଭଦ୍ରକ ନୂଆବଜାର ସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରର ଛାତ୍ର ସୁବ୍ରତ କୁମାର ନାୟକ ସର୍ବାଧିକ ୫୭୭ ନମ୍ବର(୯୬.୧୬%) ରଖି ଜିଲ୍ଲା ଟପ୍ପର ହୋଇଥିବା ବେସରକାରୀ ଭାବେ ଜଣାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର