ଭାଇକୁ ଫୋନ କରି ସାଳନ୍ଦୀ ନଦୀକୁ ଡେଇଁଲେ ଭଉଣୀ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇକୁ ଫୋନ କରିବା ପରେ ନଦୀକୁ ଡେଇଁଲେ ଭଉଣୀ । ଉକ୍ତ  ଯୁବତୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗେଲଟିଆ ଅଞ୍ଚଳର ଜଣେ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ କରିଥିଲେ । କିଛି ସମୟ […]

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇକୁ ଫୋନ କରିବା ପରେ ନଦୀକୁ ଡେଇଁଲେ ଭଉଣୀ । ଉକ୍ତ  ଯୁବତୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ସୂଚନା ଅନୁଯାୟୀ, ଗେଲଟିଆ ଅଞ୍ଚଳର ଜଣେ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ କରିଥିଲେ । କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଖବର ପାଇ ଭଦ୍ରକ ଟାଉନ ପୁଲିସ ପହଞ୍ଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳି ନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

26 Jul 2022 By The Sakala

ଭାଇକୁ ଫୋନ କରି ସାଳନ୍ଦୀ ନଦୀକୁ ଡେଇଁଲେ ଭଉଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇକୁ ଫୋନ କରିବା ପରେ ନଦୀକୁ ଡେଇଁଲେ ଭଉଣୀ । ଉକ୍ତ  ଯୁବତୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗେଲଟିଆ ଅଞ୍ଚଳର ଜଣେ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ କରିଥିଲେ । କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଖବର ପାଇ ଭଦ୍ରକ ଟାଉନ ପୁଲିସ ପହଞ୍ଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳି ନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର