ଦେଢ଼ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

The Sakala Picture
Published On

ଭଦ୍ରକ: ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ । ସୂଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ […]

ଭଦ୍ରକ: ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ । ସୂଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋ କୁ ଜବତ କରିଛି ପୋଲିସ । ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁରୁଣାବଜାର ପୋଲିସ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

07 Sep 2021 By The Sakala

ଦେଢ଼ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ । ସୂଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋ କୁ ଜବତ କରିଛି ପୋଲିସ । ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁରୁଣାବଜାର ପୋଲିସ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର