ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭିଜିଲାନ୍ସ ଜାଲରେ ପ୍ରାକ୍ତନ ତିହିଡି ବ୍ଲକ କ୍ୟାସିଆର

The Sakala Picture
Published On

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଅର୍ଥ ଆତ୍ମସାତ କରିବା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପୂର୍ବତନ କ୍ୟାସିଆର ତଥା ଏବେର ବାସୁଦେପୁର ବ୍ଲକ ହେଡକ୍ଲାର୍କ ପ୍ରଭାକର ପ୍ରଧାନ ଓ ତାଙ୍କ ପତ୍ନୀ ନିତୁ ପ୍ରଧାନଙ୍କ ସହ ସମ୍ପକୀୟ ରଂଜନ ସହାଣୀଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଗତ ୨୦୧୬-୧୭ଆର୍ଥିକ ବର୍ଷରେ ପ୍ରଭାକର ପ୍ରଧାନ ତିହିଡି ବ୍ଲକ୍ର ୩୪ଟି […]

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଅର୍ଥ ଆତ୍ମସାତ କରିବା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପୂର୍ବତନ କ୍ୟାସିଆର ତଥା ଏବେର ବାସୁଦେପୁର ବ୍ଲକ ହେଡକ୍ଲାର୍କ ପ୍ରଭାକର ପ୍ରଧାନ ଓ ତାଙ୍କ ପତ୍ନୀ ନିତୁ ପ୍ରଧାନଙ୍କ ସହ ସମ୍ପକୀୟ ରଂଜନ ସହାଣୀଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଗତ ୨୦୧୬-୧୭ଆର୍ଥିକ ବର୍ଷରେ ପ୍ରଭାକର ପ୍ରଧାନ ତିହିଡି ବ୍ଲକ୍ର ୩୪ଟି ଆବାସ ହିତାଧିକାରୀଙ୍କ ୨୦ଲକ୍ଷ ୨୫ହଜାର ଟଙ୍କାକୁ ନିଜ ମା ପୂର୍ଣ୍ଣିମା ପ୍ରଧାନ, ପତ୍ନୀ ନିତୁ ପ୍ରଧାନ ଓ ସମ୍ପର୍କୀୟ ରଂଜନ ସହାଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉକ୍ତ ଟଙ୍କା ଆତ୍ମସାତ କରିଥିଲେ । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା(୧୫/୨୧)ରୁଜୁ କରାଯାଇ ପ୍ରଭାକର, ତାଙ୍କ ପତ୍ନୀ ନିତୁ ଓ ସମ୍ପର୍କୀୟ ରଂଜନଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ର ଏକ ୪ଜଣିଆ ଟିମ ଏକସଙ୍ଗେ ଭଦ୍ରକ ଓ ବାଲେଶ୍ୱର ଠାରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

14 Sep 2021 By The Sakala

ଭିଜିଲାନ୍ସ ଜାଲରେ ପ୍ରାକ୍ତନ ତିହିଡି ବ୍ଲକ କ୍ୟାସିଆର

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଅର୍ଥ ଆତ୍ମସାତ କରିବା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପୂର୍ବତନ କ୍ୟାସିଆର ତଥା ଏବେର ବାସୁଦେପୁର ବ୍ଲକ ହେଡକ୍ଲାର୍କ ପ୍ରଭାକର ପ୍ରଧାନ ଓ ତାଙ୍କ ପତ୍ନୀ ନିତୁ ପ୍ରଧାନଙ୍କ ସହ ସମ୍ପକୀୟ ରଂଜନ ସହାଣୀଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଗତ ୨୦୧୬-୧୭ଆର୍ଥିକ ବର୍ଷରେ ପ୍ରଭାକର ପ୍ରଧାନ ତିହିଡି ବ୍ଲକ୍ର ୩୪ଟି ଆବାସ ହିତାଧିକାରୀଙ୍କ ୨୦ଲକ୍ଷ ୨୫ହଜାର ଟଙ୍କାକୁ ନିଜ ମା ପୂର୍ଣ୍ଣିମା ପ୍ରଧାନ, ପତ୍ନୀ ନିତୁ ପ୍ରଧାନ ଓ ସମ୍ପର୍କୀୟ ରଂଜନ ସହାଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉକ୍ତ ଟଙ୍କା ଆତ୍ମସାତ କରିଥିଲେ । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା(୧୫/୨୧)ରୁଜୁ କରାଯାଇ ପ୍ରଭାକର, ତାଙ୍କ ପତ୍ନୀ ନିତୁ ଓ ସମ୍ପର୍କୀୟ ରଂଜନଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ର ଏକ ୪ଜଣିଆ ଟିମ ଏକସଙ୍ଗେ ଭଦ୍ରକ ଓ ବାଲେଶ୍ୱର ଠାରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର