ଜେଲରେ କରୋନା ଆତଙ୍କ, ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନା ପଜିିଟିଭ୍

The Sakala Picture
Published On

ବରଗଡ଼: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ କରୋନା ସଂକ୍ରମିତ ହେଉଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ପଦ୍ମପୁର ଏସଡିଏମଓ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ମୋଟ୍ ୧୨୮ କଏଦୀଙ୍କପ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

22 May 2021 By The Sakala

ଜେଲରେ କରୋନା ଆତଙ୍କ, ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନା ପଜିିଟିଭ୍

ବରଗଡ଼: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ କରୋନା ସଂକ୍ରମିତ ହେଉଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ପଦ୍ମପୁର ଏସଡିଏମଓ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ମୋଟ୍ ୧୨୮ କଏଦୀଙ୍କପ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

https://www.thesakala.in/latest-odisha-news/bargarh/eighty-three-inmates-were-covid-positive/article-2342
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର