ପୁଅର ଚିକିତ୍ସା ପାଇଁ ଆବଶ୍ୟକ ୨୫ ଲକ୍ଷ, ସହଯୋଗର ହାତ ବଢାଇବା ପାଇଁ ବାପାମାଆଙ୍କ ଆକୁଳ ନିବେଦନ

The Sakala Picture
Published On

ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନଗୁଳ ଗ୍ରାମର ଯଦୁମଣି ବେହେରାଙ୍କ ୧୧ ବର୍ଷର ପୁଅ କୋହିନୁର ସିକିଲବିଟା ଥାଲସେମିଆରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତି ୨/୩ ସପ୍ତାହରେ ରକ୍ତର ଆବଶ୍ୟକ ହେଉଛି। ଡାକ୍ତରଙ୍କ କହିବାନୁସାରେ ବୋନମେରୁ ଟ୍ରାନ୍ସପ୍ଲାଣ୍ଟ କଲେ ସେ ଆରୋଗ୍ୟ ଲାଭ କରିପାରିବ। ଏଥି ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ହେବ। ଯଦୁମଣି ପରି ଜଣେ ଗରିବଲୋକ ପକ୍ଷେ ଏତିକି ଅର୍ଥ ଯୋଗାଡ କରିବା ଅସମ୍ଭବ ମନେ ହେଉଛି। ତେଣୁ ସରକାରୀ, ବେସରକାରୀ […]

ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନଗୁଳ ଗ୍ରାମର ଯଦୁମଣି ବେହେରାଙ୍କ ୧୧ ବର୍ଷର ପୁଅ କୋହିନୁର ସିକିଲବିଟା ଥାଲସେମିଆରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତି ୨/୩ ସପ୍ତାହରେ ରକ୍ତର ଆବଶ୍ୟକ ହେଉଛି। ଡାକ୍ତରଙ୍କ କହିବାନୁସାରେ ବୋନମେରୁ ଟ୍ରାନ୍ସପ୍ଲାଣ୍ଟ କଲେ ସେ ଆରୋଗ୍ୟ ଲାଭ କରିପାରିବ। ଏଥି ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ହେବ। ଯଦୁମଣି ପରି ଜଣେ ଗରିବଲୋକ ପକ୍ଷେ ଏତିକି ଅର୍ଥ ଯୋଗାଡ କରିବା ଅସମ୍ଭବ ମନେ ହେଉଛି। ତେଣୁ ସରକାରୀ, ବେସରକାରୀ ସଂସ୍ଥା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିର ଆର୍ଥିକ ସହଯୋଗରେ ତାଙ୍କ ପୁଅ ନୁତନ ଜୀବନ ଲାଭ କରି ପାରିବ। ବାରମ୍ବାର ଦିଲ୍ଲୀ ଓ ଅନ୍ୟନ୍ୟ ଡାକ୍ତରଖାନା ଚିକିତ୍ସା ପାଇଁ ଯାଇ ସର୍ବଶାନ୍ତ ହୋଇଛନ୍ତି। ଆକ୍ରାନ୍ତ ଶିଶୁର ଜୀବନ ବଞ୍ଚେଇବା ପାଇଁ ପିତାମାତା ଆକୁଳ ନିବେଦନ କରିଛନ୍ତି। ବୋନ ମେରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ହେଉଛି ୨୫ ଲକ୍ଷ ଟଙ୍କା। ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏଁ ୩ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସୁବିଧା ପାଇସାରିଛନ୍ତି। ଏହି ସମୟରେ ୨୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଜନସାଧାରଣ ତାଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସାହାଯ୍ୟ ତଥା ଯୋଗାଯୋଗ ପାଇଁ ନମ୍ବର ହେଉଛି – 7894645009 ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

09 Feb 2024 By The Sakala

ପୁଅର ଚିକିତ୍ସା ପାଇଁ ଆବଶ୍ୟକ ୨୫ ଲକ୍ଷ, ସହଯୋଗର ହାତ ବଢାଇବା ପାଇଁ ବାପାମାଆଙ୍କ ଆକୁଳ ନିବେଦନ

ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନଗୁଳ ଗ୍ରାମର ଯଦୁମଣି ବେହେରାଙ୍କ ୧୧ ବର୍ଷର ପୁଅ କୋହିନୁର ସିକିଲବିଟା ଥାଲସେମିଆରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତି ୨/୩ ସପ୍ତାହରେ ରକ୍ତର ଆବଶ୍ୟକ ହେଉଛି। ଡାକ୍ତରଙ୍କ କହିବାନୁସାରେ ବୋନମେରୁ ଟ୍ରାନ୍ସପ୍ଲାଣ୍ଟ କଲେ ସେ ଆରୋଗ୍ୟ ଲାଭ କରିପାରିବ। ଏଥି ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ହେବ। ଯଦୁମଣି ପରି ଜଣେ ଗରିବଲୋକ ପକ୍ଷେ ଏତିକି ଅର୍ଥ ଯୋଗାଡ କରିବା ଅସମ୍ଭବ ମନେ ହେଉଛି। ତେଣୁ ସରକାରୀ, ବେସରକାରୀ ସଂସ୍ଥା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିର ଆର୍ଥିକ ସହଯୋଗରେ ତାଙ୍କ ପୁଅ ନୁତନ ଜୀବନ ଲାଭ କରି ପାରିବ। ବାରମ୍ବାର ଦିଲ୍ଲୀ ଓ ଅନ୍ୟନ୍ୟ ଡାକ୍ତରଖାନା ଚିକିତ୍ସା ପାଇଁ ଯାଇ ସର୍ବଶାନ୍ତ ହୋଇଛନ୍ତି। ଆକ୍ରାନ୍ତ ଶିଶୁର ଜୀବନ ବଞ୍ଚେଇବା ପାଇଁ ପିତାମାତା ଆକୁଳ ନିବେଦନ କରିଛନ୍ତି। ବୋନ ମେରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ହେଉଛି ୨୫ ଲକ୍ଷ ଟଙ୍କା। ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏଁ ୩ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସୁବିଧା ପାଇସାରିଛନ୍ତି। ଏହି ସମୟରେ ୨୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଜନସାଧାରଣ ତାଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସାହାଯ୍ୟ ତଥା ଯୋଗାଯୋଗ ପାଇଁ ନମ୍ବର ହେଉଛି – 7894645009 ।

https://www.thesakala.in/latest-odisha-news/bargarh/25-lakhs-needed-for-sons-treatment-parents-plead-for-help/article-29782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର