ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ, ବିଡିଓଙ୍କ ସମ୍ପତି ଦେଖି ଭିଜିଲାନ୍ସ ଜଳକା

The Sakala Picture
Published On

ଜଳେଶ୍ୱର: ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ବିଡ଼ିଓଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଚଢ଼ାଉରେ […]

ଜଳେଶ୍ୱର: ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ବିଡ଼ିଓଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ

ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟବୀତ ଶ୍ରୀ ଦାସଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଥିବା ଭିଜିଲାନ୍ସ ଦର୍ଶାଇଛି।ବିଡିଓ ଶ୍ରୀ ଦାସଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

19 Jun 2022 By The Sakala

ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ, ବିଡିଓଙ୍କ ସମ୍ପତି ଦେଖି ଭିଜିଲାନ୍ସ ଜଳକା

ଜଳେଶ୍ୱର: ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ବିଡ଼ିଓଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା ।

ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟବୀତ ଶ୍ରୀ ଦାସଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଥିବା ଭିଜିଲାନ୍ସ ଦର୍ଶାଇଛି।ବିଡିଓ ଶ୍ରୀ ଦାସଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର