ପଡ଼ୋଶୀଙ୍କ ବିବାହରେ ନାଚିବାରୁ କୁରାଢ଼ୀ ବେଣ୍ଟରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ବାମୀ
ଔପଦା: ପୋଡ଼ାଶୀର ବିବାହ ଭୋଜିରେ ନାଚିବାକୁ ନେଇ ସ୍ୱାମୀ କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି। ଅନାଥ ହୋଇଯାଇଛନ୍ତି ଦୁଇ ଶିଶୁ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ଅନ୍ତର୍ଗତ ପାଇକପଡ଼ା ଗ୍ରାମର ସିଂହ ସାହିରେ ଗତ କାଲି ଘରୋଇ କଲହରୁ ସ୍ଵାମୀ ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରାମ ସିଂ (୩୫)ଙ୍କ ପତ୍ନୀ ଶର୍ମିଳା ସିଂ(୩୦) ପୋଡ଼ାଶୀଙ୍କ ବିବାହ ଭୋଜି ଯାଇନାଚି ଥିଲେ । ଏଥିରେ […]
ଔପଦା: ପୋଡ଼ାଶୀର ବିବାହ ଭୋଜିରେ ନାଚିବାକୁ ନେଇ ସ୍ୱାମୀ କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି। ଅନାଥ ହୋଇଯାଇଛନ୍ତି ଦୁଇ ଶିଶୁ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ଅନ୍ତର୍ଗତ ପାଇକପଡ଼ା ଗ୍ରାମର ସିଂହ ସାହିରେ ଗତ କାଲି ଘରୋଇ କଲହରୁ ସ୍ଵାମୀ ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ରାମ ସିଂ (୩୫)ଙ୍କ ପତ୍ନୀ ଶର୍ମିଳା ସିଂ(୩୦) ପୋଡ଼ାଶୀଙ୍କ ବିବାହ ଭୋଜି ଯାଇନାଚି ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମ ପ୍ରଥମେ ଶାବଳରେ ଶର୍ମିଳାଙ୍କୁ ଆକ୍ରମଣ କରିଥିଲେ ହଠାତ୍ ଶର୍ମିଳାଙ୍କ ପିଲାମାନେ ପହଞ୍ଚି ବାପାଙ୍କ ହାତରୁ ଶାବଳ ଛଡ଼ାଇନେଇ ଫୋପାଡି ଦେଇଥିଲେ।
ଏହାପରେ ରାମ କୁରାଢ଼ୀର ବେଣ୍ଟ ଖୋଲି ସେଥିରେ ପିଟି ପିଟି ଶର୍ମିଳାଙ୍କୁ ଜୀବନରୁ ମାରି ଶେଷ କରିଦେଇଥିଲେ। ଅଭିଯୁକ୍ତ ଦୁଇ ଶିଶୁ ଏବେ ଅନାଥ ।ଏ ହି ଖବର ପାଇବା ପରେ ଔପଦା ଥାନା ଏଏସଆଇ ପ୍ରବୋଧ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାମ ସିଂ କୁ ଥାନାରେ ଅଟକ ରହି ପଚରାଉଚୁରା ଜାରି ରଖିଛି।ଏନେଇ ଥାନାରେ ୫୧/୨୩ ମୂଳେ ଏକ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି।