ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବରଦା ନରିପୁର ଶାଳନ୍ଦୀ ପୋଲ ନିକଟରେ ଭାସିଯାଇ ୨ କାଉଡିଆ ନିଖୋଜ ଅଛନ୍ତି। ୨ ଯୁବକଙ୍କ ଘର ଖଇରା ବ୍ଲକ ସିମିଳୁଆ ଥାନା ଅନ୍ତର୍ଗତ ଜୟପୁର ପଞ୍ଚାୟତର ବୋଲି ଜଣାପଡ଼ିଛି। ଖବର ପାଇ ଅଡା ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

07 Aug 2023
By The Sakala

⊕ https://www.thesakala.in/latest-odisha-news/balasore/drowning-in-the-river-2-kaudia-are-missing/article-24212