ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲା: ଇଂରେଜଠୁ ଅଧିକ କଠୋର ବିଜେପି ସରକାର- ପ୍ରମିଳା ମଲ୍ଲିକ

The Sakala Picture
Published On

ଭୁବନେଶ୍ବର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ ରାଷ୍ଟ୍ରପତି ହସ୍ତକ୍ଷେପ କରିବେ।  ଇଂରେଜଠୁ ଅଧିକ କଠୋର ବିଜେପି ସରକାର ବୋଲି ସେ କହିଛନ୍ତି।  କେବଳ ତଦନ୍ତ ହେବ ଆଳ ଦେଖାଇ ଚୁପ୍ ବସିଛନ୍ତି ସରକାର। ଲୋକ ବିଜେପି ଠାରୁ ଯେଉଁ ଭରଷା କରିଥିଲେ ତାକୁ ଛିନ ଭିନ୍ନ କରି ଦେଲାଣି ବିଜେପି। ମହିଳା କି ଚାଷୀ କାହାକୁ […]

ଭୁବନେଶ୍ବର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ
ରାଷ୍ଟ୍ରପତି ହସ୍ତକ୍ଷେପ କରିବେ।  ଇଂରେଜଠୁ ଅଧିକ କଠୋର ବିଜେପି ସରକାର ବୋଲି ସେ କହିଛନ୍ତି।  କେବଳ ତଦନ୍ତ ହେବ ଆଳ ଦେଖାଇ ଚୁପ୍ ବସିଛନ୍ତି ସରକାର। ଲୋକ ବିଜେପି ଠାରୁ ଯେଉଁ ଭରଷା କରିଥିଲେ ତାକୁ ଛିନ ଭିନ୍ନ କରି ଦେଲାଣି ବିଜେପି। ମହିଳା କି ଚାଷୀ କାହାକୁ ସୁରକ୍ଷା ଦେଇପାରୁ ନାହାନ୍ତି ସରକାର।

ମୁଖ୍ୟମନ୍ତ୍ରୀଙ୍କ କଥା ରାଜ୍ୟରେ କେହି ଶୁଣୁ ନାହାନ୍ତି , ମୁଖ୍ୟମନ୍ତ୍ରୀ ଏକଥା ବାରମ୍ୱାର କହୁଛନ୍ତି । ତାହାଲେ ଶାସନ କେମିତି ଚାଳିବ। ୫ ଦିନ ତଳୁ ଏସପି ଜାଣିଛନ୍ତି, ଜିଲ୍ଲାପାଳ ଜାଣିଛନ୍ତି, ପ୍ରିନ୍ସପାଲ ଜାଣିଛନ୍ତି ହେଲେ ସୁରକ୍ଷା ଦେଇ ପାରିଲେ ନାହିଁ ଝିଅଟିକୁ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଦିନକୁ ୧୫ଟି ଧର୍ଷଣ ହେଲାଣି। କି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବାଲେଶ୍ୱର ଝିଅ ଟ୍ୱିଟ କଲା ପରେ ବି କେମିତି ଜାଣି ପାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଣିଶୁଣି ସରକାର ସବୁ କରୁଛନ୍ତି । ୧୩ ମାସ ଭିତରେ କେଇଟା ଦୋଷୀଙ୍କୁ ଦଣ୍ଡ ଦେଇଛନ୍ତି ସରକାର। ସରକାରରେ ଆସୁ ଆସୁ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଲେ, ହେଲେ କି କାର୍ଯ୍ୟାନୁଷ୍ଠନ ନେଲେ। ଆମେ ରାଷ୍ଟ୍ରପତିଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ସହ କିପରି ଓଡ଼ିଶାରେ ସୁଶାସନ ଚାଲିବ ସେ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରିବୁ। ବିଜେପି ଶାସନରେ ନେତାଙ୍କ ପାଖରେ ଶାସନ ନାହିଁ, ବିଜେପି କର୍ମୀଙ୍କ ପାଖରେ ଶାସନ ରହିଛି। ସବୁ ଜିଲ୍ଲାରେ ବିଜେପି କର୍ମୀମାନେ ନାଁ ପଦବୀରେ ଥିବା କହି ଗଣ୍ଡଗୋଳ କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

14 Jul 2025 By The Sakala

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲା: ଇଂରେଜଠୁ ଅଧିକ କଠୋର ବିଜେପି ସରକାର- ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ
ରାଷ୍ଟ୍ରପତି ହସ୍ତକ୍ଷେପ କରିବେ।  ଇଂରେଜଠୁ ଅଧିକ କଠୋର ବିଜେପି ସରକାର ବୋଲି ସେ କହିଛନ୍ତି।  କେବଳ ତଦନ୍ତ ହେବ ଆଳ ଦେଖାଇ ଚୁପ୍ ବସିଛନ୍ତି ସରକାର। ଲୋକ ବିଜେପି ଠାରୁ ଯେଉଁ ଭରଷା କରିଥିଲେ ତାକୁ ଛିନ ଭିନ୍ନ କରି ଦେଲାଣି ବିଜେପି। ମହିଳା କି ଚାଷୀ କାହାକୁ ସୁରକ୍ଷା ଦେଇପାରୁ ନାହାନ୍ତି ସରକାର।

ମୁଖ୍ୟମନ୍ତ୍ରୀଙ୍କ କଥା ରାଜ୍ୟରେ କେହି ଶୁଣୁ ନାହାନ୍ତି , ମୁଖ୍ୟମନ୍ତ୍ରୀ ଏକଥା ବାରମ୍ୱାର କହୁଛନ୍ତି । ତାହାଲେ ଶାସନ କେମିତି ଚାଳିବ। ୫ ଦିନ ତଳୁ ଏସପି ଜାଣିଛନ୍ତି, ଜିଲ୍ଲାପାଳ ଜାଣିଛନ୍ତି, ପ୍ରିନ୍ସପାଲ ଜାଣିଛନ୍ତି ହେଲେ ସୁରକ୍ଷା ଦେଇ ପାରିଲେ ନାହିଁ ଝିଅଟିକୁ।

ଦିନକୁ ୧୫ଟି ଧର୍ଷଣ ହେଲାଣି। କି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବାଲେଶ୍ୱର ଝିଅ ଟ୍ୱିଟ କଲା ପରେ ବି କେମିତି ଜାଣି ପାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଣିଶୁଣି ସରକାର ସବୁ କରୁଛନ୍ତି । ୧୩ ମାସ ଭିତରେ କେଇଟା ଦୋଷୀଙ୍କୁ ଦଣ୍ଡ ଦେଇଛନ୍ତି ସରକାର। ସରକାରରେ ଆସୁ ଆସୁ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଲେ, ହେଲେ କି କାର୍ଯ୍ୟାନୁଷ୍ଠନ ନେଲେ। ଆମେ ରାଷ୍ଟ୍ରପତିଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ସହ କିପରି ଓଡ଼ିଶାରେ ସୁଶାସନ ଚାଲିବ ସେ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରିବୁ। ବିଜେପି ଶାସନରେ ନେତାଙ୍କ ପାଖରେ ଶାସନ ନାହିଁ, ବିଜେପି କର୍ମୀଙ୍କ ପାଖରେ ଶାସନ ରହିଛି। ସବୁ ଜିଲ୍ଲାରେ ବିଜେପି କର୍ମୀମାନେ ନାଁ ପଦବୀରେ ଥିବା କହି ଗଣ୍ଡଗୋଳ କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର