ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ଚଢାଉ: ୨୨ଟି ଚୋରା ବାଇକ୍ ଓ ଦୁଇଟି ମ୍ୟାକ୍ସ ପିକଅପ୍ ଭ୍ୟାନ ଜବତ, ୫ଗିରଫ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଓ ତୁଷୁରା ଥାନା ଅନ୍ତର୍ଗତରେ ବିଭିନ୍ନ ସମୟରେ ହେଉଥିବା ବାଇକ ଚୋରି ଘଟଣାରେ ପୁଲିସକୁ ଏକ ବଡ ସଫଳତା ପାଇଛି । ଏହି ବାଇକ ଚୋର ରେକେଟକୁ ଧରିବା ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓ ତୋଫାନ ବାଗଙ୍କ ନେତୃତ୍ୟରେ ଏକ ଟିମ ଗଠନ କରା ଯାଇଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୨୨ଟି ବାଇକ ଓ ଦୁଇ ଟି ମ୍ୟାକ୍ସ ପିକଅପ ଭ୍ୟାନକୁ ପୁଲିସ ଜବତ […]

ବଲାଙ୍ଗିର: ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଓ ତୁଷୁରା ଥାନା ଅନ୍ତର୍ଗତରେ ବିଭିନ୍ନ ସମୟରେ ହେଉଥିବା ବାଇକ ଚୋରି ଘଟଣାରେ ପୁଲିସକୁ ଏକ ବଡ ସଫଳତା ପାଇଛି । ଏହି ବାଇକ ଚୋର ରେକେଟକୁ ଧରିବା ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓ ତୋଫାନ ବାଗଙ୍କ ନେତୃତ୍ୟରେ ଏକ ଟିମ ଗଠନ କରା ଯାଇଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୨୨ଟି ବାଇକ ଓ ଦୁଇ ଟି ମ୍ୟାକ୍ସ ପିକଅପ ଭ୍ୟାନକୁ ପୁଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି

bike

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

16 Jun 2021 By The Sakala

ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ଚଢାଉ: ୨୨ଟି ଚୋରା ବାଇକ୍ ଓ ଦୁଇଟି ମ୍ୟାକ୍ସ ପିକଅପ୍ ଭ୍ୟାନ ଜବତ, ୫ଗିରଫ

ବଲାଙ୍ଗିର: ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଓ ତୁଷୁରା ଥାନା ଅନ୍ତର୍ଗତରେ ବିଭିନ୍ନ ସମୟରେ ହେଉଥିବା ବାଇକ ଚୋରି ଘଟଣାରେ ପୁଲିସକୁ ଏକ ବଡ ସଫଳତା ପାଇଛି । ଏହି ବାଇକ ଚୋର ରେକେଟକୁ ଧରିବା ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓ ତୋଫାନ ବାଗଙ୍କ ନେତୃତ୍ୟରେ ଏକ ଟିମ ଗଠନ କରା ଯାଇଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୨୨ଟି ବାଇକ ଓ ଦୁଇ ଟି ମ୍ୟାକ୍ସ ପିକଅପ ଭ୍ୟାନକୁ ପୁଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି ।

bike

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର