ମନୋରଞ୍ଜନ
ଦୀର୍ଘ ୧୧ ଘଣ୍ଟା ପରେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର
ବଲାଙ୍ଗିର: ଗତ ମଙ୍ଗଳବାର ବଢ଼ି ପାଣିରେ ଭାସି ଯାଇଥିବା ନାବାଳକକୁ ମୃତ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ମାତ୍ର ୧୦୦ -୧୫୦ ମିଟର ଦୂରରେ ଉକ୍ତ ନୀବାଳକର ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଫଟକରା ଗାଁର ସୁଧାଂଶୁ ପଟେଲ ବ୍ରିଜରେ ଆସୁଥିବା ବଢ଼ି ପାଣିରେ ଭାସି ଯାଇଥିଲେ। ଓଡ୍ରାଫ ଟିମ୍ ଓ ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ତାଙ୍କର […]
ବଲାଙ୍ଗିର: ଗତ ମଙ୍ଗଳବାର ବଢ଼ି ପାଣିରେ ଭାସି ଯାଇଥିବା ନାବାଳକକୁ ମୃତ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ମାତ୍ର ୧୦୦ -୧୫୦ ମିଟର ଦୂରରେ ଉକ୍ତ ନୀବାଳକର ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।
ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ
ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଫଟକରା ଗାଁର ସୁଧାଂଶୁ ପଟେଲ ବ୍ରିଜରେ ଆସୁଥିବା ବଢ଼ି ପାଣିରେ ଭାସି ଯାଇଥିଲେ। ଓଡ୍ରାଫ ଟିମ୍ ଓ ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ତେବେ ଆଜି ସକାଳ ମୟରେ ଗ୍ରାମର କିଛି ଯୁବକ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।






