ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଙ୍ଗଲ ଜଗୁଆଳି ମୃତ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲା ସଇଁନ୍ତଲା ଫରେଷ୍ଟ ରେଞ୍ଜ ଅଧିନସ୍ଥ ରେଙ୍ଗାଳ ବାହାଲ ଛକରେ ଜଙ୍ଗଲ ଜଗୁଆଲିଙ୍କି ଗୁଳିମାଡ। ଦୁର୍ବୃତ୍ତଙ୍କ ଗୁଳିରେ ଚୁକ୍ତିଭିତ୍ତିକ ଜଙ୍ଗଲ ଜଗୁଆଳି ଭାବେ କାମ କରୁଥିବା ଯୁଗେଶ୍ୱର ବୁଡେକ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ମୃତ ଯୁଗେଶ୍ୱର ଓ ଆଉ ଜଣେ ଫରେଷ୍ଟ ଗାର୍ଡ ସ୍ଥାନୀୟ ଫରେଷ୍ଟରଙ୍କ ସହ ବାଇକରେ ପେଟ୍ରୋଲିଂ ରେ ଯାଉଥିଲେ। ପୂର୍ବରୁ ରେଙ୍ଗାଳବାହାଲ ଛକ ଠାରେ ଥିବା ଦୁଇ ଜଣ ଯୁବକଙ୍କୁ ବିଳମ୍ବିତ ରାତିରେ ଦେଖି ସେମାନଙ୍କୁ ତାଗିଦ କରିଥିଲେ […]

ବଲାଙ୍ଗୀର: ବଲାଙ୍ଗୀର ଜିଲା ସଇଁନ୍ତଲା ଫରେଷ୍ଟ ରେଞ୍ଜ ଅଧିନସ୍ଥ ରେଙ୍ଗାଳ ବାହାଲ ଛକରେ ଜଙ୍ଗଲ ଜଗୁଆଲିଙ୍କି ଗୁଳିମାଡ। ଦୁର୍ବୃତ୍ତଙ୍କ ଗୁଳିରେ ଚୁକ୍ତିଭିତ୍ତିକ ଜଙ୍ଗଲ ଜଗୁଆଳି ଭାବେ କାମ କରୁଥିବା ଯୁଗେଶ୍ୱର ବୁଡେକ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ମୃତ ଯୁଗେଶ୍ୱର ଓ ଆଉ ଜଣେ ଫରେଷ୍ଟ ଗାର୍ଡ ସ୍ଥାନୀୟ ଫରେଷ୍ଟରଙ୍କ ସହ ବାଇକରେ ପେଟ୍ରୋଲିଂ ରେ ଯାଉଥିଲେ। ପୂର୍ବରୁ ରେଙ୍ଗାଳବାହାଲ ଛକ ଠାରେ ଥିବା ଦୁଇ ଜଣ ଯୁବକଙ୍କୁ ବିଳମ୍ବିତ ରାତିରେ ଦେଖି ସେମାନଙ୍କୁ ତାଗିଦ କରିଥିଲେ । ସେମାନଙ୍କ ସହ ଯୁକ୍ତିତର୍କ ହେଉଥିବା ବେଲେ ଯୋଗେଶ୍ୱରଙ୍କ ଉପରକୁ ଗୁଳି ମାଡ଼ କରି ଉଭୟ ଯୁବକ ଫେରାର ମାରିଥିଲେ । ଯୋଗେଶ୍ବରଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କ ସଇଁତଲା ଡାକ୍ତରଖାନାକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରେ ପରେ ବନ ବିଭାଗ ଓ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରହିଥିବା ଜଣା ପଡିଛି ।

22 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର