ବଲାଙ୍ଗୀର ତୁଷୁରାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ବଲାଙ୍ଗୀର : ବଲାଙ୍ଗୀର ତୁଷୁରାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଲେ ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ହୋଇଛି ଅଭିଯୋଗ । ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ତୁଷୁରା ପୋଲିସ, ହତ୍ୟାର କାରଣ ଅସ୍ପଷ୍ଟ ।

22 Oct 2022
By The Sakala

⊕ https://www.thesakala.in/latest-odisha-news/balangir/a-woman-killed-her-husband-in-tusura-of-balangir/article-15939