ପଞ୍ଚାୟତ ନିର୍ବାଚନ: ପୁଣି ଉତ୍ତେଜନା, କୋରେଇ ବ୍ଲକର ୪ଟି ବୁଥରେ ବନ୍ଦ ରହିଲା ମତଦାନ

The Sakala Picture
Published On

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛ । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। କୋରେଇ ବ୍ଲକରେ ୪ଟି ବୁଥରେ ବନ୍ଦ ରହିଛି ମତଦାନ । ମତଦାନ କେନ୍ଦ୍ର ଆଗରେ କୋରେଇ ବିଡିଓଙ୍କୁ ଠେଲାପେଲା କରିଛନ୍ତି ଦୁର୍ବୃତ୍ତ । ବୁଥ୍ ଜବରଦଖଲ ଉଦ୍ୟମ ଖବର […]

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛ । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। କୋରେଇ ବ୍ଲକରେ ୪ଟି ବୁଥରେ ବନ୍ଦ ରହିଛି ମତଦାନ ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ମତଦାନ କେନ୍ଦ୍ର ଆଗରେ କୋରେଇ ବିଡିଓଙ୍କୁ ଠେଲାପେଲା କରିଛନ୍ତି ଦୁର୍ବୃତ୍ତ । ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରିଥିଲେ । ଗଣ୍ଡଗୋଳ ପରେ ୮,୯, ୧୦ ଓ ୧୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ଉତ୍ୟକ୍ତ ଲୋକଙ୍କୁ ଭୋଟଗ୍ରହଣ କେନ୍ଦ୍ରରୁ ବାହାର କରି ଦେଇଛି ପୁଲିସ । ଏଥିସହ ମତଦାନ କେନ୍ଦ୍ରର ମେନ୍ ଗେଟକୁ ବନ୍ଦ କରି ଦିଆଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

20 Feb 2022 By The Sakala

ପଞ୍ଚାୟତ ନିର୍ବାଚନ: ପୁଣି ଉତ୍ତେଜନା, କୋରେଇ ବ୍ଲକର ୪ଟି ବୁଥରେ ବନ୍ଦ ରହିଲା ମତଦାନ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛ । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। କୋରେଇ ବ୍ଲକରେ ୪ଟି ବୁଥରେ ବନ୍ଦ ରହିଛି ମତଦାନ ।

ମତଦାନ କେନ୍ଦ୍ର ଆଗରେ କୋରେଇ ବିଡିଓଙ୍କୁ ଠେଲାପେଲା କରିଛନ୍ତି ଦୁର୍ବୃତ୍ତ । ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରିଥିଲେ । ଗଣ୍ଡଗୋଳ ପରେ ୮,୯, ୧୦ ଓ ୧୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ଉତ୍ୟକ୍ତ ଲୋକଙ୍କୁ ଭୋଟଗ୍ରହଣ କେନ୍ଦ୍ରରୁ ବାହାର କରି ଦେଇଛି ପୁଲିସ । ଏଥିସହ ମତଦାନ କେନ୍ଦ୍ରର ମେନ୍ ଗେଟକୁ ବନ୍ଦ କରି ଦିଆଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର