ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍

The Sakala Picture
Published On

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ କଳାଧନ ଠୁଳ କରି ରଖିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଅଭିଯାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରର ୬ଟି ସ୍ଥାନ ସହିତ ଓ ପୈତୃକ ଗାଁ ଗଂଜାମର ନୂଆପଡ଼ାରେ ଚଢ଼ାଉ ହୋଇଛି […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ କଳାଧନ ଠୁଳ କରି ରଖିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଅଭିଯାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ଭୁବନେଶ୍ୱରର ୬ଟି ସ୍ଥାନ ସହିତ ଓ ପୈତୃକ ଗାଁ ଗଂଜାମର ନୂଆପଡ଼ାରେ ଚଢ଼ାଉ ହୋଇଛି । ପଟିଆ କାଲଭିକ୍ କିଙ୍ଗ ପ୍ୟାଲେସ ଫ୍ଲାଟ ସହିତ ଜାଗମରା ଜଗମୋହନନଗର ଗଜପତି ପ୍ୟାଲେସ, ଖଣ୍ଡଗିରି ସ୍ଥିତ ବାରଭୁଜା ମାର୍କେଟ କମ୍ପ୍ଲେକ୍ସ ଓ ନୟାପଲ୍ଲୀ ଶ୍ରୀରାମବିହାର ସ୍ଥିତ ସଂପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉରେ ୮ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

03 Feb 2022 By The Sakala

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ କଳାଧନ ଠୁଳ କରି ରଖିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଅଭିଯାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱରର ୬ଟି ସ୍ଥାନ ସହିତ ଓ ପୈତୃକ ଗାଁ ଗଂଜାମର ନୂଆପଡ଼ାରେ ଚଢ଼ାଉ ହୋଇଛି । ପଟିଆ କାଲଭିକ୍ କିଙ୍ଗ ପ୍ୟାଲେସ ଫ୍ଲାଟ ସହିତ ଜାଗମରା ଜଗମୋହନନଗର ଗଜପତି ପ୍ୟାଲେସ, ଖଣ୍ଡଗିରି ସ୍ଥିତ ବାରଭୁଜା ମାର୍କେଟ କମ୍ପ୍ଲେକ୍ସ ଓ ନୟାପଲ୍ଲୀ ଶ୍ରୀରାମବିହାର ସ୍ଥିତ ସଂପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉରେ ୮ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର