ଏମିତି ବି ଆସେ ମୃତ୍ଯୁ: ଡୋର ଖୋଲିଲା ହେଲେ ଲିଫ୍ଟ ଆସି ନ ଥିଲା….

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଲିଫ୍ଟରୁ ଖସି ପଡି ବୃଦ୍ଧଙ୍କ ମୃତ ହୋଇଛି।  ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ ପ୍ଲାଜାରେ ରହୁଥିଲେ । ମିଳିଥିବା ସୂଚନା ଅନୁସାରେ, ଲିଫ୍ଟର ଡୋର ଲକ୍ ଖରାପ ଥିବାରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଲିଫ୍ଟର ସୁଇଚ୍ ମାରିଥିଲେ । ଲିଫ୍ଟ ସୁଇଚ୍ ମାରିବା ପରେ ଡୋର ଖୋଲିଥିଲା କିନ୍ତୁ ଲିଫ୍ଟ ଆସି […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଲିଫ୍ଟରୁ ଖସି ପଡି ବୃଦ୍ଧଙ୍କ ମୃତ ହୋଇଛି।  ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ ପ୍ଲାଜାରେ ରହୁଥିଲେ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ମିଳିଥିବା ସୂଚନା ଅନୁସାରେ, ଲିଫ୍ଟର ଡୋର ଲକ୍ ଖରାପ ଥିବାରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଲିଫ୍ଟର ସୁଇଚ୍ ମାରିଥିଲେ । ଲିଫ୍ଟ ସୁଇଚ୍ ମାରିବା ପରେ ଡୋର ଖୋଲିଥିଲା କିନ୍ତୁ ଲିଫ୍ଟ ଆସି ନ ଥିଲା । ଯାହା ଫଳରେ ବୃଦ୍ଧ ଜଣଙ୍କ ତଳକୁ ପଡି ଯାଇଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର