ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ।  ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ଅନୁଷ୍ଠିତ ହେବ ।  ଏହିପ୍ରରିପେକ୍ଷୀରେ  ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ ସେନେଇ ଡକାଯାଇଥିବା ବୈଠକରେ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ।  ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ଅନୁଷ୍ଠିତ ହେବ ।  ଏହିପ୍ରରିପେକ୍ଷୀରେ  ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ ସେନେଇ ଡକାଯାଇଥିବା ବୈଠକରେ ଆଲୋଚନା କରାଯିବ। ବୈଠକରେ ମୁଖ୍ୟ ଶାସନ ସଚିବ ଯୋଗଦେବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗଦେବେ । କରୋନା ସଂକ୍ରମଣ ଓ ନିର୍ବାଚନ ସମୟରେ କିପରି ଆଇନଶୃଙ୍ଖଳା ପରିସ୍ଥିତିର ସୁବ୍ୟବସ୍ଥା କରାଯିବ । ସେନେଇ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

12 Jan 2022 By The Sakala

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ।  ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ଅନୁଷ୍ଠିତ ହେବ ।  ଏହିପ୍ରରିପେକ୍ଷୀରେ  ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ ସେନେଇ ଡକାଯାଇଥିବା ବୈଠକରେ ଆଲୋଚନା କରାଯିବ। ବୈଠକରେ ମୁଖ୍ୟ ଶାସନ ସଚିବ ଯୋଗଦେବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗଦେବେ । କରୋନା ସଂକ୍ରମଣ ଓ ନିର୍ବାଚନ ସମୟରେ କିପରି ଆଇନଶୃଙ୍ଖଳା ପରିସ୍ଥିତିର ସୁବ୍ୟବସ୍ଥା କରାଯିବ । ସେନେଇ ଆଲୋଚନା ହେବ ।

https://www.thesakala.in/latest-odisha-news/the-state-chief-electoral-commission-convened-a-meeting-for-the-panchayat-elections/article-8368
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର