ନନ୍ଦନକାନନ ବୁଲିବାକୁ ଆସୁଛନ୍ତି କି? ତେବେ ଜାଣିରଖନ୍ତୁ ନୂଆ ଗାଇଡଲାଇନ…
ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ। ବଢୁଥିବା କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ରାଜ୍ୟରେ ବଢିଚାଲିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ସରକାର ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ ନନ୍ଦନକାନନ ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ରାଜ୍ୟରେ ବଢୁଥିବା କରୋନା ମାମଲା ପାଇଁ ଗତକାଲିଠୁ ନନ୍ଦନକାନନ ଟିକେଟ କାଉଣ୍ଟରରେ ମିଳିବନି ଟିକେଟ। କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ […]
ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ। ବଢୁଥିବା କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ରାଜ୍ୟରେ ବଢିଚାଲିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ସରକାର ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ ନନ୍ଦନକାନନ ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ରାଜ୍ୟରେ ବଢୁଥିବା କରୋନା ମାମଲା ପାଇଁ ଗତକାଲିଠୁ ନନ୍ଦନକାନନ ଟିକେଟ କାଉଣ୍ଟରରେ ମିଳିବନି ଟିକେଟ। କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।
Online tickets are mandatory for visitors entry in Nandankanan Zoo &State Botanical Garden w.e.f 07.01.2022.Intended visitors to book tickets visiting https://t.co/WBUvar81UB or using android https://t.co/OQ25nS57M4 counter tickets will be available @CZA_Delhi @ForestDeptt pic.twitter.com/XbwaHul6vI
ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା— NANDANKANAN ZOOLOGICAL PARK (@ddnandankanan) January 6, 2022
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତକାଲିଠୁ ନନ୍ଦନକାନନର ଅଫଲାଇନ୍ ଟିକେଟ କାଉଣ୍ଟର ବନ୍ଦ ରହିବ। କେବଳ ଅନଲାଇନ ଟିକେଟରେ ବୁଲିପାରିବେ ପର୍ଯ୍ୟଟକ। ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ଅନଲାଇନ ଟିକେଟ ଦରକାର।ୱେବସାଇଟ୍ www.nandankanan.org କିମ୍ବା ନନ୍ଦନକାନନ୍ ଆଣ୍ଡ୍ରଏଡ୍ ଆପ୍ ପରିଦର୍ଶନ କରି ଅନଲାଇନରେ ପ୍ରବେଶ ଟିକେଟ୍ ବୁକ୍ କରିବା ଜରୁରୀ ବୋଲି କହିଛନ୍ତି ନନ୍ଦନକାନନ ଡେପୁଟି ଡାଇରେକ୍ଟର ସଞ୍ଜିତ କୁମାର। ତେବେ କରୋନା ମାମଲା ବଢୁଥିବାରୁ କୋଭିଡ କଟକଣାରେ ଖୋଲା ରହିବ ନନ୍ଦନକାନନ। ସମସ୍ତେ ମାକ୍ସ ସହ ସାମାଜିକ ଦୂରତା ପାଳନ କରିବା ଜରୁରୀ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅଫଲାଇନ୍ ଟିକେଟ ବନ୍ଦ ରହିବ।
ନନ୍ଦନକାନନ ବୁଲିବାକୁ ଆସୁଛନ୍ତି କି? ତେବେ ଜାଣିରଖନ୍ତୁ ନୂଆ ଗାଇଡଲାଇନ…
ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ। ବଢୁଥିବା କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ରାଜ୍ୟରେ ବଢିଚାଲିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ସରକାର ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ ନନ୍ଦନକାନନ ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ରାଜ୍ୟରେ ବଢୁଥିବା କରୋନା ମାମଲା ପାଇଁ ଗତକାଲିଠୁ ନନ୍ଦନକାନନ ଟିକେଟ କାଉଣ୍ଟରରେ ମିଳିବନି ଟିକେଟ। କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।
Online tickets are mandatory for visitors entry in Nandankanan Zoo &State Botanical Garden w.e.f 07.01.2022.Intended visitors to book tickets visiting https://t.co/WBUvar81UB or using android https://t.co/OQ25nS57M4 counter tickets will be available @CZA_Delhi @ForestDeptt pic.twitter.com/XbwaHul6vI
— NANDANKANAN ZOOLOGICAL PARK (@ddnandankanan) January 6, 2022