ପୋଲିସ ଇନଫର୍ମର ସନ୍ଦେହରେ ଗଳା କାଟି ହତ୍ୟା କଲେ ଲାଲବାହିନୀ

The Sakala Picture
Published On

ମାଲକାନଗିରି: ନୁଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏହି ହିଂସା କାଣ୍ଡ । ବାସାଗୁଡା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ ରୁ ୬ ଜଣ ଶସସ୍ତ୍ର ମାଓବାଦୀ ତିମାପୁର ଗ୍ରାମକୁ ଆସି ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ […]

ମାଲକାନଗିରି: ନୁଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏହି ହିଂସା କାଣ୍ଡ । ବାସାଗୁଡା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ ରୁ ୬ ଜଣ ଶସସ୍ତ୍ର ମାଓବାଦୀ ତିମାପୁର ଗ୍ରାମକୁ ଆସି ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ହତ୍ୟା ପରେ ଶବ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

02 Jan 2022 By The Sakala

ପୋଲିସ ଇନଫର୍ମର ସନ୍ଦେହରେ ଗଳା କାଟି ହତ୍ୟା କଲେ ଲାଲବାହିନୀ

ମାଲକାନଗିରି: ନୁଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏହି ହିଂସା କାଣ୍ଡ । ବାସାଗୁଡା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ ରୁ ୬ ଜଣ ଶସସ୍ତ୍ର ମାଓବାଦୀ ତିମାପୁର ଗ୍ରାମକୁ ଆସି ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ହତ୍ୟା ପରେ ଶବ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର