ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର: ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ‘ଆରଟିଓ’ର ସମସ୍ତ କାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର: ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମୁକ୍ତ ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ । ଆଉ ଲାଗିବନି ଲମ୍ବା ଲାଇନ୍‌। ଘରେ ବସି ଗୋଟିଏ କ୍ଳିକ୍‌ରେ କରିପାରିବେ ଆବେଦନ। ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ […]

ଭୁବନେଶ୍ବର: ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମୁକ୍ତ ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ । ଆଉ ଲାଗିବନି ଲମ୍ବା ଲାଇନ୍‌। ଘରେ ବସି ଗୋଟିଏ କ୍ଳିକ୍‌ରେ କରିପାରିବେ ଆବେଦନ। ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ କାର୍ଯ୍ୟରେ ଦଲାଲଙ୍କର ବଡ଼ ଭୂମିକା ରହୁଛି । ଅନେକାଶଂରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ନିଷ୍ପତି ନେଇଛି ପରିବହନ ବିଭାଗ । ତେଣୁ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର