ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ଟି ସ୍ଥାନରେ ରେଡ୍

The Sakala Picture
Published On

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ […]

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା ସହ ୧୪୩ ଗ୍ରାମ ସୁନା ଜବତ ହୋଇଛି । କିଛି ବ୍ୟାଙ୍କ ଖାତା ସହ ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛନ୍ତି ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଏକକାଳୀନ ୪ଟି ସ୍ଥାନରେ ପହଁଚି ରେଡ୍ କରିଥିଲା । ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ କରିବ ବିଭାଗ ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

07 Dec 2021 By The Sakala

ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ଟି ସ୍ଥାନରେ ରେଡ୍

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା ସହ ୧୪୩ ଗ୍ରାମ ସୁନା ଜବତ ହୋଇଛି । କିଛି ବ୍ୟାଙ୍କ ଖାତା ସହ ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛନ୍ତି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଏକକାଳୀନ ୪ଟି ସ୍ଥାନରେ ପହଁଚି ରେଡ୍ କରିଥିଲା । ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ କରିବ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର