ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ବି ବଞ୍ଚିଛି ମାନବିକତା; ୫ ଲକ୍ଷର ଚେକ୍ ଥିବା ମନିପର୍ସ ପାଇ ଫେରାଇଲେ ଯୁବକ

The Sakala Picture
Published On

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ ନାମକ ଜଣକ ଜଣେ ବ୍ୟକ୍ତି ‘ସ୍ଵିଗି’ର ଡେଲିଭରି କର୍ମଚାରୀ ଭାବରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ସେ ପାର୍ସଲ ନେଇ ଭୁବନେଶ୍ବରକୁ ଯାଉଥିବାବେଳେ ନୟାପଲ୍ଲୀ ରାସ୍ତାରେ ଏକ ମନିପର୍ସ […]

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ ନାମକ ଜଣକ ଜଣେ ବ୍ୟକ୍ତି ‘ସ୍ଵିଗି’ର ଡେଲିଭରି କର୍ମଚାରୀ ଭାବରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ସେ ପାର୍ସଲ ନେଇ ଭୁବନେଶ୍ବରକୁ ଯାଉଥିବାବେଳେ ନୟାପଲ୍ଲୀ ରାସ୍ତାରେ ଏକ ମନିପର୍ସ ପାଇଥିଲେ। ପର୍ସରେ ଥିବା ୫ଲକ୍ଷ ଟଙ୍କାର ଏକ ଚେକ, ଆଧାରକାର୍ଡ, ପ୍ୟାନକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନେକ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଖୁଥିଲେ । ହଜିଥିବା ବ୍ୟକ୍ତିଙ୍କ କୌଣସି ସୂଚନା ନଥିବାରୁ ଭୁବନେଶ୍ବର ଆର୍‌ଟିଓର ସହାୟତା ନେଇ ଶ୍ରୀ ରାଉତ ଓ ଭକ୍ତ ଗ୍ରାମର ଶୁଭ୍ରମ ବାରିକ ତାଙ୍କୁ ଫୋନ କରି ତାଙ୍କ ସମସ୍ତ କାଗଜପତ୍ର, ଚେକ ଆଦିକୁ ହସ୍ତାନ୍ତର କରିଥିଲେ। ଏହି ଯୁବକଙ୍କ ମହାନତା ପାଇଁ ଆରଟିଓ ଏବଂ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା

23 Nov 2021 By The Sakala

ଆଜି ବି ବଞ୍ଚିଛି ମାନବିକତା; ୫ ଲକ୍ଷର ଚେକ୍ ଥିବା ମନିପର୍ସ ପାଇ ଫେରାଇଲେ ଯୁବକ

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ ନାମକ ଜଣକ ଜଣେ ବ୍ୟକ୍ତି ‘ସ୍ଵିଗି’ର ଡେଲିଭରି କର୍ମଚାରୀ ଭାବରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ସେ ପାର୍ସଲ ନେଇ ଭୁବନେଶ୍ବରକୁ ଯାଉଥିବାବେଳେ ନୟାପଲ୍ଲୀ ରାସ୍ତାରେ ଏକ ମନିପର୍ସ ପାଇଥିଲେ। ପର୍ସରେ ଥିବା ୫ଲକ୍ଷ ଟଙ୍କାର ଏକ ଚେକ, ଆଧାରକାର୍ଡ, ପ୍ୟାନକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନେକ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଖୁଥିଲେ । ହଜିଥିବା ବ୍ୟକ୍ତିଙ୍କ କୌଣସି ସୂଚନା ନଥିବାରୁ ଭୁବନେଶ୍ବର ଆର୍‌ଟିଓର ସହାୟତା ନେଇ ଶ୍ରୀ ରାଉତ ଓ ଭକ୍ତ ଗ୍ରାମର ଶୁଭ୍ରମ ବାରିକ ତାଙ୍କୁ ଫୋନ କରି ତାଙ୍କ ସମସ୍ତ କାଗଜପତ୍ର, ଚେକ ଆଦିକୁ ହସ୍ତାନ୍ତର କରିଥିଲେ। ଏହି ଯୁବକଙ୍କ ମହାନତା ପାଇଁ ଆରଟିଓ ଏବଂ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର