ରାଜ୍ୟର ସବୁ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହେବ ଥାନା
ଭୁବନେଶ୍ୱର : ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ହେବ । ଏ ସଂପର୍କରେ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜେଲ୍ ସଂସ୍କାର ଉପରେ ବି ଆଲୋଚନା ହୋଇଛି । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ […]
ଭୁବନେଶ୍ୱର : ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ହେବ । ଏ ସଂପର୍କରେ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜେଲ୍ ସଂସ୍କାର ଉପରେ ବି ଆଲୋଚନା ହୋଇଛି । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
28 Oct 2021
By The Sakala
ରାଜ୍ୟର ସବୁ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହେବ ଥାନା
ଭୁବନେଶ୍ୱର : ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ହେବ । ଏ ସଂପର୍କରେ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜେଲ୍ ସଂସ୍କାର ଉପରେ ବି ଆଲୋଚନା ହୋଇଛି । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
https://www.thesakala.in/latest-odisha-news/police-stations-will-be-set-up-in-the-border-areas-of-all-the-border-districts-of-the-state/article-6420