ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟ୍କୁ ହ୍ୟାକ କଲେ ପାକିସ୍ତାନୀ ହ୍ୟାକର

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ହ୍ୟାକରଙ୍କ ଦ୍ଵାରା ସମ୍ବଲପୁର ବିଶ୍ଵବିଦ୍ୟାଳୟର ଗ୍ରୀଭାନ୍ସ ୱେବସାଇଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ସେଥିରେ ହ୍ୟାକ ବାଏ ଡେଭିଲ କିଲର ଲେଖାଯାଇଛି। ଏହା ସହ ସବା ତଳେ ଅଲ୍ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି। ହ୍ୟାକ୍ ହୋଇଥିବା ଏହି ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, […]

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ହ୍ୟାକରଙ୍କ ଦ୍ଵାରା ସମ୍ବଲପୁର ବିଶ୍ଵବିଦ୍ୟାଳୟର ଗ୍ରୀଭାନ୍ସ ୱେବସାଇଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ସେଥିରେ ହ୍ୟାକ ବାଏ ଡେଭିଲ କିଲର ଲେଖାଯାଇଛି। ଏହା ସହ ସବା ତଳେ ଅଲ୍ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ହ୍ୟାକ୍ ହୋଇଥିବା ଏହି ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, ପରୀକ୍ଷା ଓ ରେଜଲ୍ଟ ସମ୍ପର୍କୀୟ ତଥ୍ୟ ମଧ୍ୟ ରହିଥିବାରୁ ସେସବୁ ତଥ୍ୟ ଚୋରି ହେବା ଆଶଙ୍କା ପ୍ରକାଶ ପାଇଛି । ଗୋଟିଏ ପଟେ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ଦ୍ୱାରା ୱେବସାଇଟ୍ ହ୍ୟାକ୍ ଅଭିଯୋଗ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

24 Oct 2021 By The Sakala

ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟ୍କୁ ହ୍ୟାକ କଲେ ପାକିସ୍ତାନୀ ହ୍ୟାକର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ହ୍ୟାକରଙ୍କ ଦ୍ଵାରା ସମ୍ବଲପୁର ବିଶ୍ଵବିଦ୍ୟାଳୟର ଗ୍ରୀଭାନ୍ସ ୱେବସାଇଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ସେଥିରେ ହ୍ୟାକ ବାଏ ଡେଭିଲ କିଲର ଲେଖାଯାଇଛି। ଏହା ସହ ସବା ତଳେ ଅଲ୍ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି।

ହ୍ୟାକ୍ ହୋଇଥିବା ଏହି ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, ପରୀକ୍ଷା ଓ ରେଜଲ୍ଟ ସମ୍ପର୍କୀୟ ତଥ୍ୟ ମଧ୍ୟ ରହିଥିବାରୁ ସେସବୁ ତଥ୍ୟ ଚୋରି ହେବା ଆଶଙ୍କା ପ୍ରକାଶ ପାଇଛି । ଗୋଟିଏ ପଟେ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ଦ୍ୱାରା ୱେବସାଇଟ୍ ହ୍ୟାକ୍ ଅଭିଯୋଗ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

https://www.thesakala.in/latest-odisha-news/sambalpur-university-website-hacked/article-6320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର