ଫାଙ୍କା ଗୁଳି ଚାଳନା କରି ଅଳଙ୍କାର ବ୍ୟବସାୟୀଙ୍କଠୁ ଲୁଟ୍

The Sakala Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନବାହାଲ ଫାଣ୍ଡି ଏମ୍ସିଏଲ୍ ସୁପର୍ ମାର୍କେଟର ଜଣେ ସୁନା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଶୁକ୍ରବାର ରାତିରେ ଲୁଟ୍ ହୋଇଛି। ଲୁଟେରାମାନେ ଫାଙ୍କା ଗୁଳି ଚାଳନା କରି ଓଡ଼ିଶା ଅଳଙ୍କାର ଦୋକାନ ମାଲିକ ଧୀରଜଙ୍କଠାରୁ ସୁନାରୂପା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଛନ୍ତି। ଧୀରଜ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ଗାଡ଼ି ପାଖକୁ ଯାଉଥିବା ବେଳେ ୨ ଯୁବକ ଅଚାନକ ଏକ ବାଇକରେ ଆସି ଫାଙ୍କା ଗୁଳି […]

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନବାହାଲ ଫାଣ୍ଡି ଏମ୍ସିଏଲ୍ ସୁପର୍ ମାର୍କେଟର ଜଣେ ସୁନା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଶୁକ୍ରବାର ରାତିରେ ଲୁଟ୍ ହୋଇଛି। ଲୁଟେରାମାନେ ଫାଙ୍କା ଗୁଳି ଚାଳନା କରି ଓଡ଼ିଶା ଅଳଙ୍କାର ଦୋକାନ ମାଲିକ ଧୀରଜଙ୍କଠାରୁ ସୁନାରୂପା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଛନ୍ତି। ଧୀରଜ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ଗାଡ଼ି ପାଖକୁ ଯାଉଥିବା ବେଳେ ୨ ଯୁବକ ଅଚାନକ ଏକ ବାଇକରେ ଆସି ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ଧୀରଜ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ଲୁଟେରା ଦ୍ବୟ ତାଙ୍କ ହାତରୁ ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ବ୍ରଜରାଜନଗର ଏସଡ଼ିପିଓ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି ।। ଲୁଟେରା ମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖୁଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

23 Oct 2021 By The Sakala

ଫାଙ୍କା ଗୁଳି ଚାଳନା କରି ଅଳଙ୍କାର ବ୍ୟବସାୟୀଙ୍କଠୁ ଲୁଟ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନବାହାଲ ଫାଣ୍ଡି ଏମ୍ସିଏଲ୍ ସୁପର୍ ମାର୍କେଟର ଜଣେ ସୁନା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଶୁକ୍ରବାର ରାତିରେ ଲୁଟ୍ ହୋଇଛି। ଲୁଟେରାମାନେ ଫାଙ୍କା ଗୁଳି ଚାଳନା କରି ଓଡ଼ିଶା ଅଳଙ୍କାର ଦୋକାନ ମାଲିକ ଧୀରଜଙ୍କଠାରୁ ସୁନାରୂପା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଛନ୍ତି। ଧୀରଜ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ଗାଡ଼ି ପାଖକୁ ଯାଉଥିବା ବେଳେ ୨ ଯୁବକ ଅଚାନକ ଏକ ବାଇକରେ ଆସି ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ଧୀରଜ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ଲୁଟେରା ଦ୍ବୟ ତାଙ୍କ ହାତରୁ ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ବ୍ରଜରାଜନଗର ଏସଡ଼ିପିଓ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି ।। ଲୁଟେରା ମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର