ପୁରୀ ସମୁଦ୍ରରେ ଭାସିଗଲେ ୨ ପର୍ଯ୍ୟଟକ : ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟଜଣେ ନିଖୋଜ

The Sakala Picture
Published On

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ। ଅସାବଧାନତା ବଶତଃ ସମୁଦ୍ରରେ ଭାସି ଯାଉଥିବା ଦୁଇ ପର୍ଯ୍ୟଟକ ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ତେବେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ  ଏକ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମୃତ ଦେହ ଟି ର ପରିଚୟ ମିଳିନାହିଁ। ସୂଚନାଯୋଗ୍ୟ ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ  ଲାଇଟ ହାଉସ […]

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ। ଅସାବଧାନତା ବଶତଃ ସମୁଦ୍ରରେ ଭାସି ଯାଉଥିବା ଦୁଇ ପର୍ଯ୍ୟଟକ ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ତେବେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ  ଏକ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମୃତ ଦେହ ଟି ର ପରିଚୟ ମିଳିନାହିଁ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ସୂଚନାଯୋଗ୍ୟ ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ  ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇ ଜଣ ପର୍ୟ୍ୟଟକ। ଅସାବଧାନତା ବଶତଃ ଉଭୟ ସମୁଦ୍ରରେ ଭାସିଯାଇଥିଲେ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଦ୍ଧାର କରାଯାଇଥିବା ମୃତଦେହ କାହାର ପରିଚୟ ମିଳିନଥିବା ବେଳେ ସେ ଲାଇଟ ହାଉସ ନିକଟରେ ଗାଧୋଇବା ସମୟରେ ବୁଡ଼ିଥିଲେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର