ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି: ଆଗରେ ବିଜେଡି

The Sakala Picture
Published On

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ ମିଳିିଛି । ଏଥିସହ ବିଜେଡି ତୃତୀୟ ରାଉଣ୍ଡରେ […]

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ ମିଳିିଛି । ଏଥିସହ ବିଜେଡି ତୃତୀୟ ରାଉଣ୍ଡରେ ୧୭୨୭ ଭୋଟରେ ଆଗୁଆ ରହିଥିଲା ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

03 Oct 2021 By The Sakala

ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି: ଆଗରେ ବିଜେଡି

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ ମିଳିିଛି । ଏଥିସହ ବିଜେଡି ତୃତୀୟ ରାଉଣ୍ଡରେ ୧୭୨୭ ଭୋଟରେ ଆଗୁଆ ରହିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର