ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍‌, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

The Sakala Picture
Published On

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍‌ ଗେଟ୍ । ବାମପଟର ୭ ଓ ଦକ୍ଷିଣପଟର ୩ଗେଟ୍‌ ସହ ମୋଟ୍‌ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୭ହଜାର ୬୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୧୦ଟି ଗେଟ୍ ଦେଇ ୧ ଲକ୍ଷ ୪୪ହଜାର ୨୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୪ଫୁଟ୍ ରହିଛି […]

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍‌ ଗେଟ୍ । ବାମପଟର ୭ ଓ ଦକ୍ଷିଣପଟର ୩ଗେଟ୍‌ ସହ ମୋଟ୍‌ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୭ହଜାର ୬୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୧୦ଟି ଗେଟ୍ ଦେଇ ୧ ଲକ୍ଷ ୪୪ହଜାର ୨୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୪ଫୁଟ୍ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳୀରେ ଧିରେ ଧିରେ ଜଳସ୍ତର ହ୍ରାସ ପାଉଛି । ବରମୂଳରେ ୪ଲକ୍ଷ ୨୬ହଜାର ୧୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଖଇରମା ଳରେ ୧ଲକ୍ଷ ୭୮ ହଜାର ଓ ବରମୂଳରେ ୨ଲକ୍ଷ ୮୬ହଜାର ୫ଶହ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

20 Sep 2021 By The Sakala

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍‌, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍‌ ଗେଟ୍ । ବାମପଟର ୭ ଓ ଦକ୍ଷିଣପଟର ୩ଗେଟ୍‌ ସହ ମୋଟ୍‌ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୭ହଜାର ୬୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୧୦ଟି ଗେଟ୍ ଦେଇ ୧ ଲକ୍ଷ ୪୪ହଜାର ୨୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୪ଫୁଟ୍ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳୀରେ ଧିରେ ଧିରେ ଜଳସ୍ତର ହ୍ରାସ ପାଉଛି । ବରମୂଳରେ ୪ଲକ୍ଷ ୨୬ହଜାର ୧୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଖଇରମା ଳରେ ୧ଲକ୍ଷ ୭୮ ହଜାର ଓ ବରମୂଳରେ ୨ଲକ୍ଷ ୮୬ହଜାର ୫ଶହ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

https://www.thesakala.in/latest-odisha-news/3-gate-opened-in-hirakud/article-5518
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର