ରାଜଧାନୀରୁ ବନ୍ଧାହେଲେ ମିସ-୪୨୦: ଫେସ୍‌ବୁକ୍‌ ରେ ଫେକ୍ ଆକାଉଣ୍ଟ ଖୋଲି ଲୁଟୁଥିଲେ ଏକାଧିକ ଯୁବକଙ୍କୁ

The Sakala Picture
Published On

ଭୁବନେଶ୍ୱର: ପୁଲିସ ହାତରେ ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଏହି ଯୁବତୀ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଗିରଫ କରିଛି ଫେସବୁକ୍‌ର ଏହି ଆଞ୍ଜେଲ ପ୍ରିୟା ତଥା ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ […]

ଭୁବନେଶ୍ୱର: ପୁଲିସ ହାତରେ ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଏହି ଯୁବତୀ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଗିରଫ କରିଛି ଫେସବୁକ୍‌ର ଏହି ଆଞ୍ଜେଲ ପ୍ରିୟା ତଥା ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ ସୋସିଆଲ ମିଡିଆରେ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଯୁବତୀଜଣକ ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ଏଭଳି ଭାବେ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭି‌ଯୋଗ ଆସିଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି । ପ୍ରିୟଙ୍କାଙ୍କ ସହ ଏହି ଠକେଇ ରୢାକେଟ୍‌ରେ ଆହୁରି ଅନେକ ଯୁବତୀ ରହିଥିବା ଜଣାପଡ଼ିଥିବାରୁ ପୁଲିସ ଏହାର ତଦନ୍ତ କରୁଛି । ଫେସବୁକର ଏହି ଫେକ୍‌ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

11 Sep 2021 By The Sakala

ରାଜଧାନୀରୁ ବନ୍ଧାହେଲେ ମିସ-୪୨୦: ଫେସ୍‌ବୁକ୍‌ ରେ ଫେକ୍ ଆକାଉଣ୍ଟ ଖୋଲି ଲୁଟୁଥିଲେ ଏକାଧିକ ଯୁବକଙ୍କୁ

ଭୁବନେଶ୍ୱର: ପୁଲିସ ହାତରେ ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଏହି ଯୁବତୀ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଗିରଫ କରିଛି ଫେସବୁକ୍‌ର ଏହି ଆଞ୍ଜେଲ ପ୍ରିୟା ତଥା ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ ସୋସିଆଲ ମିଡିଆରେ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଯୁବତୀଜଣକ ।

ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ଏଭଳି ଭାବେ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭି‌ଯୋଗ ଆସିଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି । ପ୍ରିୟଙ୍କାଙ୍କ ସହ ଏହି ଠକେଇ ରୢାକେଟ୍‌ରେ ଆହୁରି ଅନେକ ଯୁବତୀ ରହିଥିବା ଜଣାପଡ଼ିଥିବାରୁ ପୁଲିସ ଏହାର ତଦନ୍ତ କରୁଛି । ଫେସବୁକର ଏହି ଫେକ୍‌ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର