ପୋଲିସ SI ପରୀକ୍ଷା ସ୍କାମ୍: ସିବିଆଇ ପରେ ଏବେ ED ପକ୍ଷରୁ ତଦନ୍ତ ଆରମ୍ଭ, ୯ଟି ସ୍ଥାନରେ ରେଡ୍

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ SI ପରୀକ୍ଷା ସ୍କାମ୍ ର ବଡ଼ ଅପଡେଟ। ସିବିଆଇ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ED ପକ୍ଷରୁ ତଦନ୍ତ ଆରମ୍ଭ । ୯ଟି ସ୍ଥାନରେ ଚାଲିଛି ରେଡ୍ । SI ସ୍କାମ ରେ ଗିରଫ ହୋଇ ଜେଲ୍ ରେ ଥିବା ଅଭିଯୁକ୍ତଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ଼ । ଦଲାଲ ମୁନା ମହାନ୍ତିଙ୍କ କଳାପଥରବ ସ୍ଥିତ ଘର, ପଞ୍ଚସଫ୍ଟ  କମ୍ପାନୀ, ଶଙ୍କର ପୃଷ୍ଟିଙ୍କ ବିଭିନ୍ନ ସ୍ଥାନ, ସିଲିକନ୍ ଟେକ୍ ର ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ । ମୋଟ ୯ଟି ସ୍ଥାନରେ ରେଡ୍ କରୁଛି ଇଡି । ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହ ଏକାଧିକ ଲୋକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର RI, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର