ଭାରସାମ୍ଯା ହରାଇ ଗଛକୁ ପିଟିଲା କାର୍: ଗୋଟିଏ ପରିବାରର ୪ ମୃତ

The Sakala Picture
Published On

ଭୁବନେଶ୍ବର: ଝାଡଖଣ୍ଡ ଚିରିଗିଢିପାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଭାରସାମ୍ଯା ହରାଇ ଗଛରେ ପଟି ହୋଇଛି। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ଜଣ ଗରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାର ଏକ କାର ଯୋଗେ ପୁରିଲିଆରୁ ରଘୁନାଥପୁର ଫେରୁଥିଲେ। ଏହି ସମୟରେ କୌଣସି କାରଣରୁ କାରଟି ଭାରସାମ୍ଯ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ […]

ଭୁବନେଶ୍ବର: ଝାଡଖଣ୍ଡ ଚିରିଗିଢିପାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଭାରସାମ୍ଯା ହରାଇ ଗଛରେ ପଟି ହୋଇଛି। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ଜଣ ଗରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଗୋଟିଏ ପରିବାର ଏକ କାର ଯୋଗେ ପୁରିଲିଆରୁ ରଘୁନାଥପୁର ଫେରୁଥିଲେ। ଏହି ସମୟରେ କୌଣସି କାରଣରୁ କାରଟି ଭାରସାମ୍ଯ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି। ଉକ୍ତ ପରିବାର ରାଉରକେଲା ପନପୋଷ ଅଞ୍ଚଲର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର