ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍': ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଦେଲା ଧକ୍କା...

Madhusudan Das Picture
Published On

ଭୁବନେଶ୍ୱର: ଥମୁନି 'ଆମ ବସ୍' ଦୁର୍ଘଟଣା । ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଧକ୍କା ଦେଲା 'ଆମ ବସ୍' । ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ରଙ୍ଗ ରୁଟ୍‌ରେ ଆସି ବାପା ଓ ଝିଅଙ୍କ ଉପରେ ମାଡ଼ିଗଲା ଆମ ବସ୍ । ଦୁର୍ଘଟଣାରେ ଆହତ ଝିଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ଆମ ବସକୁ ଅଟକାଇବା ସହ ଦୁର୍ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ଡକାୟତି ଓ ହତ୍ୟା ମାମଲାର ସଜା କାଟୁଥିଲେ

27 Jun 2026 By Madhusudan Das

ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍': ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଦେଲା ଧକ୍କା...

ଭୁବନେଶ୍ୱର: ଥମୁନି 'ଆମ ବସ୍' ଦୁର୍ଘଟଣା । ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଧକ୍କା ଦେଲା 'ଆମ ବସ୍' । ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ରଙ୍ଗ ରୁଟ୍‌ରେ ଆସି ବାପା ଓ ଝିଅଙ୍କ ଉପରେ ମାଡ଼ିଗଲା ଆମ ବସ୍ । ଦୁର୍ଘଟଣାରେ ଆହତ ଝିଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ଆମ ବସକୁ ଅଟକାଇବା ସହ ଦୁର୍ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର