ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: କାହାରିକୁ ବି ଛଡ଼ାଯିବ ନାହିଁ କହିଲେ କ୍ରାଇମବ୍ରାଞ୍ଚ ଡିଜି

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ଭିଡ଼ ହତ୍ୟା ମାମଲା । ପ୍ରଥମଥର ପାଇଁ ତଦନ୍ତକୁ ନେଇ ମୁଁହ ଖୋଲିଲେ କ୍ରାଇମବ୍ରାଞ୍ଚ ଡ଼ିଜି । ଭିଡ଼ ହିଂସାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ହୋଇ ସାରିଛନ୍ତି ଚିହ୍ନଟ । କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସମସ୍ତଙ୍କୁ ଗିରଫ କରାଯିବ । ଭିଡିଓ ଫୁଟେଜ, ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି । ଗୁଇନ୍ଦା ଆଧାରରେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିଷୟରେ ସମସ୍ତ ଖବର ନିଆଯାଉଛି । 

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

ପରିବାର ଲୋକ କ'ଣ ଅଭିଯୋଗ କରୁଛନ୍ତି ସେ ବିଷୟରେ କ୍ରାଇମବ୍ରାଞ୍ଚ ନିକଟରେ କୌଣସି ଖବର ନାହିଁ । ତଦନ୍ତକୁ ନେଇ କୌଣସି ପ୍ରଶ୍ନ ବି ଉଠିବା ସମ୍ଭବ ନୁହେଁ । ସୌମ୍ୟ ପରିବାରକୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରୁ ତଦନ୍ତ ଚାଲିଛି । ଦାୟିତ୍ୱରେ ଅବହେଳା କରିଥିବା ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ବିରୋଧରେ ପ୍ରମାଣ ମିଳିବ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

ଆହୁରି ପଢ଼ନ୍ତୁ: ସୁଧୁରି ଯାଅ ନଚେତ ଛାଡ଼ିକି ପଳେଇଯାଅ: ଏନକାଉଣ୍ଟର ପରେ ଆଣ୍ଟି ସୋସିଆଲମାନଙ୍କୁ ଏମିତି ଚେତାବନୀ ଦେଲେ ଦକ୍ଷିଣାଞ୍ଚଳ ଆଇଜି...

18 May 2026 By Madhusudan Das

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: କାହାରିକୁ ବି ଛଡ଼ାଯିବ ନାହିଁ କହିଲେ କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ଭିଡ଼ ହତ୍ୟା ମାମଲା । ପ୍ରଥମଥର ପାଇଁ ତଦନ୍ତକୁ ନେଇ ମୁଁହ ଖୋଲିଲେ କ୍ରାଇମବ୍ରାଞ୍ଚ ଡ଼ିଜି । ଭିଡ଼ ହିଂସାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ହୋଇ ସାରିଛନ୍ତି ଚିହ୍ନଟ । କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସମସ୍ତଙ୍କୁ ଗିରଫ କରାଯିବ । ଭିଡିଓ ଫୁଟେଜ, ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି । ଗୁଇନ୍ଦା ଆଧାରରେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିଷୟରେ ସମସ୍ତ ଖବର ନିଆଯାଉଛି । 

ପରିବାର ଲୋକ କ'ଣ ଅଭିଯୋଗ କରୁଛନ୍ତି ସେ ବିଷୟରେ କ୍ରାଇମବ୍ରାଞ୍ଚ ନିକଟରେ କୌଣସି ଖବର ନାହିଁ । ତଦନ୍ତକୁ ନେଇ କୌଣସି ପ୍ରଶ୍ନ ବି ଉଠିବା ସମ୍ଭବ ନୁହେଁ । ସୌମ୍ୟ ପରିବାରକୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରୁ ତଦନ୍ତ ଚାଲିଛି । ଦାୟିତ୍ୱରେ ଅବହେଳା କରିଥିବା ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ବିରୋଧରେ ପ୍ରମାଣ ମିଳିବ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର