ଓଡ଼ିଶାର ଦୁଇ ଏସ୍‌ଓଜି ଯବାନଙ୍କୁ ମିଳିବ ମରଣତ୍ତୋର ଶୌର୍ଯ୍ୟ ଚକ୍ର ସମ୍ମାନ, ମାଓବାଦୀଙ୍କ ସହ ସଂଘର୍ଷରେ ହୋଇଥିଲେ ସହିଦ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏସ୍‌ଓଜି ର ଦୁଇ ବୀର ଯବାନଙ୍କୁ ମିଳିବ ମରୋଣତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସାହସିକତା ଓ ବୀରତ୍ୱ ପାଇଁ ଏସ୍‌ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ଏହି ସମ୍ମାନ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। Very proud moment for @odisha_police Govt of India has selected for […]

ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏସ୍‌ଓଜି ର ଦୁଇ ବୀର ଯବାନଙ୍କୁ ମିଳିବ ମରୋଣତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସାହସିକତା ଓ ବୀରତ୍ୱ ପାଇଁ ଏସ୍‌ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ଏହି ସମ୍ମାନ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର ୯ ତାରିଖ ୨୦୨୦ରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ ଏହି ଦୁଇ ଯବାନ ସହିଦ ହୋଇଥିଲେ । ମାଓବାଦୀଙ୍କ ସହ ଲଢେଇରେ ଦୁଇ ବୀର ଯବାନ ସହିଦ ହୋଇଥିବାବେଳେ ୫ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସହିଦ ଯବାନଙ୍କ ଘର ହେଉଛି ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲାର ରାଜକିଶୋରନଗରର ଅଙ୍ଗପଡ଼ାରେ ହୋଇଥିବା ବେଳେ ବାରିପଦା ସାନଭଦୁଆ ଗାଁ ହେଉଛି ସୁଧିର ଟୁଡୁଙ୍କ ଘର ।

14 Aug 2021 By The Sakala

ଓଡ଼ିଶାର ଦୁଇ ଏସ୍‌ଓଜି ଯବାନଙ୍କୁ ମିଳିବ ମରଣତ୍ତୋର ଶୌର୍ଯ୍ୟ ଚକ୍ର ସମ୍ମାନ, ମାଓବାଦୀଙ୍କ ସହ ସଂଘର୍ଷରେ ହୋଇଥିଲେ ସହିଦ

ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏସ୍‌ଓଜି ର ଦୁଇ ବୀର ଯବାନଙ୍କୁ ମିଳିବ ମରୋଣତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସାହସିକତା ଓ ବୀରତ୍ୱ ପାଇଁ ଏସ୍‌ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ଏହି ସମ୍ମାନ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର ୯ ତାରିଖ ୨୦୨୦ରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ ଏହି ଦୁଇ ଯବାନ ସହିଦ ହୋଇଥିଲେ । ମାଓବାଦୀଙ୍କ ସହ ଲଢେଇରେ ଦୁଇ ବୀର ଯବାନ ସହିଦ ହୋଇଥିବାବେଳେ ୫ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସହିଦ ଯବାନଙ୍କ ଘର ହେଉଛି ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲାର ରାଜକିଶୋରନଗରର ଅଙ୍ଗପଡ଼ାରେ ହୋଇଥିବା ବେଳେ ବାରିପଦା ସାନଭଦୁଆ ଗାଁ ହେଉଛି ସୁଧିର ଟୁଡୁଙ୍କ ଘର ।

https://www.thesakala.in/latest-odisha-news/two-sog-jawan-from-odisha-are-honored-with-the-shaurya-chakra/article-4615
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର